ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ ଭୂସ୍ଖଳନ ଜନିତ ଦୁର୍ଘଟଣାରେ ଜୀବନହାନି ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।
“ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ ଭୁସ୍ଖଳନ ଜନିତ ଦୁର୍ଘଟଣାରେ ଜୀବନହାନି ଯୋଗୁଁ ମୁଁ ଗଭୀର ଭାବେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ।
ଦୁର୍ଘଟଣାରେ ଆହତ ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଥା ସମସ୍ତ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଦଳ ମଣ୍ଡି ଯାଉଛନ୍ତି ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Pained by the loss of lives due to landslide related accidents in HP’s Mandi district. My condolences with the families of the deceased: PM
— PMO India (@PMOIndia) August 13, 2017
I pray for the quick recovery of those injured in Mandi district, Himachal Pradesh: PM @narendramodi
— PMO India (@PMOIndia) August 13, 2017
Team of @NDRFHQ is going to Mandi to take part in the rescue and relief operations and provide all possible assistance required.
— PMO India (@PMOIndia) August 13, 2017