ମସ୍କୋରେ ବିମାନ ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ଆଜି ମସ୍କୋରେ ବିମାନ ଦୁର୍ଘଟଣା ଯୋଗୁ ଯେଉଁ ଦୁଃଖଦ ପ୍ରାଣହାନୀ ଘଟିଛି ସେଥିପାଇଁ ମୁଁ ଗଭୀର ଶୋକ ପ୍ରକାଶ କରୁଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Deepest condolences on the tragic loss of life in today's air crash in Moscow. Our thoughts are with the families of the victims.
— Narendra Modi (@narendramodi) February 11, 2018