QuotePM Modi dedicates Garjanbahal coal mines and the Jharsuguda-Barapali-Sardega rail link to the nation
QuotePM Modi inaugurates Jharsuguda airport in Odisha
QuoteJharsuguda airport is well located to serve the needs of the people of Odisha: PM Modi
QuoteOur Government has devoted significant efforts to enhance connectivity all over the nation, says PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡିଶା ଗସ୍ତ କରିଥିଲେ । ତାଳଚେରଠାରେ ସେ ଫଳକ ଉନ୍ମୋଚନ ପୂର୍ବକ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

|

ଏହି ଅବସରରେ ନିଜର ବକ୍ତବ୍ୟ ରଖି ସେ ଆନନ୍ଦ ପ୍ରକାଶ କରିଥିଲେ ଯେ ସାର କାରଖାନାର କାର୍ଯ୍ୟ ଆରମ୍ଭ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ସେହି ସ୍ୱପ୍ନକୁ ପୂରଣ କରୁଛୁ ଯାହାକି ବହୁ ପୂର୍ବରୁ ପୂରଣ ହେବା ଉଚିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଲେ ଯେ ଭାରତକୁ ପ୍ରଗତିର ଏକ ଉଚ୍ଚତର ସୋପାନକୁ ନେଇଯିବା ହେଉଛି ସରକାରଙ୍କ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ବିକାଶ ପାଇଁ ଏଠାକାର କାରଖାନା ଭଳି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବେ । ପୁନଶ୍ଚି ସେ କହିଲେ ଯେ ଏହି କାରଖାନାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ ।

|

ଝାରସୁଗୁଡାରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦରର ଉଦଘାଟନ କରିଥିଲେ ଏବଂ ଝାରସୁଗୁଡା-ରାୟପୁର ମଧ୍ୟରେ ପ୍ରଥମ ଉଡାଣକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ମଧ୍ୟ ଗର୍ଜନବାହାଲ କୋଇଲା ଖଣି ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲିଙ୍କକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହି ଅବସରରେ ଫଳକ ଉନ୍ମୋଚନ ପୂର୍ବକ ପ୍ରଧାନମନ୍ତ୍ରୀ ଦୁଲୁଙ୍ଗା କୋଇଲା ଖଣିରୁ କୋଇଲା ଉତ୍ପାଦନ ଏବଂ ପରିବହନ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ଏକ ବିମାନବନ୍ଦର ତଥା ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଉଦଘାଟନ କରିବା ପାଇଁ ଝାରସୁଗୁଡା ଆସିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ । ଏହି ଉନ୍ନୟନ ପ୍ରକଳ୍ପଗୁଡ଼ିକ ଓଡିଶାର ଜନ ସାଧାରଣଙ୍କୁ ଅନେକ ଲାଭ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଥିଲେ ।

|

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିମାନ ଚଳାଚଳ କ୍ଷେତ୍ର ଦ୍ରୂତଗତିରେ ରୂପାନ୍ତରିତ ହେଉଛି ଏବଂ ଏହା 125 କୋଟି ଭାରତୀୟଙ୍କ ଭବିଷ୍ୟତ ପାଇଁ ଶୁଭ ସୂଚନା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଝାରସୁଗୁଡା ବିମାନବନ୍ଦର ଓଡିଶାର ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉପଯୁକ୍ତ ସ୍ଥାନରେ ରହିଛି  । ସେ କହିଲେ ଯେ ବହୁମୂଖି ବିକାଶ ପାଇଁ ପ୍ରମୁଖ ଆବଶ୍ୟକତା ହେଉଛି ସଂଯୋଗ ବ୍ୟବସ୍ଥା । ଦେଶବ୍ୟାପୀ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

|

Click here to read full text speech

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Indian GenAI companies turn into bigger investment magnets

Media Coverage

Indian GenAI companies turn into bigger investment magnets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives a telephone call from the President of Uzbekistan
August 12, 2025
QuotePresident Mirziyoyev conveys warm greetings to PM and the people of India on the upcoming 79th Independence Day.
QuoteThe two leaders review progress in several key areas of bilateral cooperation.
QuoteThe two leaders reiterate their commitment to further strengthen the age-old ties between India and Central Asia.

Prime Minister Shri Narendra Modi received a telephone call today from the President of the Republic of Uzbekistan, H.E. Mr. Shavkat Mirziyoyev.

President Mirziyoyev conveyed his warm greetings and felicitations to Prime Minister and the people of India on the upcoming 79th Independence Day of India.

The two leaders reviewed progress in several key areas of bilateral cooperation, including trade, connectivity, health, technology and people-to-people ties.

They also exchanged views on regional and global developments of mutual interest, and reiterated their commitment to further strengthen the age-old ties between India and Central Asia.

The two leaders agreed to remain in touch.