QuoteHeartiest congratulations to my friend, President Hassan Rouhani on his re-election: PM
QuoteIran will continue to achieve new heights under the dynamic leadership of President Hassan Rouhani: PM
QuoteIndia remains committed to strengthening our special relationship with Iran: PM Modi

ପୁନର୍ବାର ନିର୍ବାଚିତ ହୋଇଥିବା ଇରାନ୍ ର ରାଷ୍ଟ୍ରପତି ହାସନ ରୁହାନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି , “ପୁନଃ ନିର୍ବାଚିତ ହୋଇଥିବାରୁ ମୋର ବନ୍ଧୁ ରାଷ୍ଟ୍ରପତି ହାସନ୍ ରୁହାନିଙ୍କୁ ହାର୍ଦ୍ଦିକ ଶୁଭକାମନା ।

ରାଷ୍ଟ୍ରପତି ହାସନ୍ ରୁହାନିଙ୍କ ପ୍ରଭାବୀ ନେତୃତ୍ୱ ବଳରେ ଇରାନ୍ ନୂଆ ଉଚ୍ଚତା ଛୁଇଁବା ଜାରି ରଖିବ ।

ଇରାନ୍ ସହ ରହିଥିବା ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ।”

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Namo Drone Didi, Kisan Drones & More: How India Is Changing The Agri-Tech Game

Media Coverage

Namo Drone Didi, Kisan Drones & More: How India Is Changing The Agri-Tech Game
NM on the go

Nm on the go

Always be the first to hear from the PM. Get the App Now!
...
We remain committed to deepening the unique and historical partnership between India and Bhutan: Prime Minister
February 21, 2025

Appreciating the address of Prime Minister of Bhutan, H.E. Tshering Tobgay at SOUL Leadership Conclave in New Delhi, Shri Modi said that we remain committed to deepening the unique and historical partnership between India and Bhutan.

The Prime Minister posted on X;

“Pleasure to once again meet my friend PM Tshering Tobgay. Appreciate his address at the Leadership Conclave @LeadWithSOUL. We remain committed to deepening the unique and historical partnership between India and Bhutan.

@tsheringtobgay”