ସମ୍ପ୍ରତି ଶେଷ ହୋଇଥିବା ଆଇବିଏସଏଫ ବିଶ୍ୱ ସ୍ନୁକର ଚାମ୍ପିଅନସିପରେ ବିଜୟୀ ହୋଇ ନିଜର ଅଷ୍ଟାଦଶ ବିଶ୍ୱ ଟାଇଟଲ ଜିତିଥିବା ପଙ୍କଜ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ନିକଟରେ ଶେଷ ହୋଇଥିବା ଆଇବିଏସଏଫ ବିଶ୍ୱ ସ୍ନୁକର ଚାମ୍ପିଅନସିପରେ ବିଜୟୀ ହୋଇ ନିଜର ଅଷ୍ଟାଦଶ ବିଶ୍ୱ ଟାଇଟଲ ଜିତିଥିବା ଶ୍ରୀ ପଙ୍କଜ ଆଡଭାନୀଙ୍କୁ ଅନେକ ଅଭିନନ୍ଦନ । ଆପଣଙ୍କ ସଫଳତା ଆମକୁ ଗର୍ବିତ କରିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Congratulations @PankajAdvani247 for winning your 18th world title in the recently concluded IBSF World Snooker Championship. Your accomplishments make us very proud.
— Narendra Modi (@narendramodi) November 30, 2017