QuotePM congratulates Leo Varadkar on assuming office as Taoiseach of Ireland

ମହାମାନ୍ୟ ମିଷ୍ଟର ଲିଓ ବରାଦକର ଆୟର୍ଲାଣ୍ଡର ତାଓଇସିଚ ଭାବେ କାର୍ଯ୍ୟଭାର ସମ୍ଭାଳିଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ମହାମାନ୍ୟ ମିଷ୍ଟର ଲିଓ ବରାଦକର ଆୟର୍ଲାଣ୍ଡର ତାଓଇସିଚ ଭାବେ କାର୍ଯ୍ୟଭାର ସମ୍ଭାଳିଥିବାରୁ ଅଭିନନ୍ଦନ । ଭାରତ-ଆୟର୍ଲାଣ୍ଡ ସଂପର୍କକୁ ଆହୁରି ସମୃଦ୍ଧ କରିବା ଦିଗରେ ତାଓଇସିଚ ବରାଦକରଙ୍କ ସହ ମିଳିମିଶି କାର୍ଯ୍ୟ କରିବାକୁ ମୁଁ ଉତ୍କଣ୍ଠିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
1 in 3 US smartphone imports now made in India, China’s lead shrinks

Media Coverage

1 in 3 US smartphone imports now made in India, China’s lead shrinks
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 26, 2025
July 26, 2025

Citizens Appreciate PM Modi’s Vision of Transforming India & Strengthening Global Ties