ଟ୍ୟୁନିସିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା କାଇସ ସଇଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ଟ୍ୟୁନିସିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି କାଇସ ସଇଦଙ୍କୁ ଅଭିନନ୍ଦନ । ଭାରତ ଓ ଟ୍ୟୁନିସିଆ ସମ୍ପର୍କକୁ ପୁନଶ୍ଚ ଦୃଢ଼ିଭୂତ କରିବା ପାଇଁ ତାଙ୍କ ସହିତ କାର୍ଯ୍ୟ କରିବା ନେଇ ମୁଁ ଆଗ୍ରହୀ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Congratulations to President Kais Saied on being sworn-in as the President of the Republic of Tunisia. I look forward to working with him to further strengthen India-Tunisia relations. @PresidenceTn
— Narendra Modi (@narendramodi) October 23, 2019