ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ ଜଷ୍ଟିସ ଦୀପକ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
“ଭାରତର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବାରୁ ଜଷ୍ଟିସ ଦୀପକ ମିଶ୍ରଙ୍କୁ ଅଭିନନ୍ଦନ । ମୁଁ ତାଙ୍କୁ ଶୁଭକାମନା ଜଣାଉଛି ଏବଂ ତାଙ୍କର ଏକ ସଫଳ କାର୍ଯ୍ୟକାଳ କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
I congratulate Justice Dipak Misra on taking oath as the Chief Justice of India. I wish him the very best & a fruitful tenure.
— Narendra Modi (@narendramodi) August 28, 2017