ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କାର୍ଟୋସାଟ-3 ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ଵ କ୍ଷୁଦ୍ର ଉପଗ୍ରହକୁ ପିଏସଏଲଭି-ଭି-ସି-47 ମହାକାଶଯାନ ଜରିଆରେ ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ମହକାଶ ଗବେଷଣା ସଂଗଠନ (ଇସ୍ରୋ)ର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମୁଁ ସ୍ୱଦେଶୀ କାର୍ଟୋସାଟ-3 ଉପଗ୍ରହ ଏବଂ ଆମେରିକାର ଏକ ଡଜନରୁ ଊର୍ଦ୍ଧ୍ଵ କ୍ଷୁଦ୍ର ଉପଗ୍ରହ ସମେତ ପିଏସଏଲଭି-ସି-47ର ସଫଳ ଉତକ୍ଷେପଣ ଲାଗି ଇସ୍ରୋର ସମସ୍ତ ଟିମକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।
ଉନ୍ନତ କାର୍ଟୋସାଟ-3 ଜରିଆରେ ଆମର ହାଇ ରିଜୋଲ୍ୟୁସନ କ୍ଷମତା ବୃଦ୍ଧି ପାଇବ । ଇସ୍ରୋ ପୁଣିଥରେ ଦେଶକୁ ଗୌରବାନ୍ୱିତ କରିଛି ।”
I heartily congratulate the entire @isro team on yet another successful launch of PSLV-C47 carrying indigenous Cartosat-3 satellite and over a dozen nano satellites of USA.
— Narendra Modi (@narendramodi) November 27, 2019