ନାଭିଗେସନ ଉପଗ୍ରହ ଆଇଆରଏନଏସଏସ-1I ର ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
“ନାଭିଗେସନ ଉପଗ୍ରହ ଆଇଆରଏନଏସଏସ-1I ର ସଫଳ ଉତକ୍ଷେପଣ ଲାଗି ଆମ ବୈଜ୍ଞାନିକକ ମାନଙ୍କୁ ଅଭିନନ୍ଦନ । ଏହି ସଫଳତା ଫଳରେ ଆମ ମହାକାଶ କାର୍ଯ୍ୟକ୍ରମର ଲାଭ ସାଧାରଣ ଜନତାଙ୍କୁ ମିଳିପାରିବ । ଇସ୍ରୋ ଟିମକୁ ନେଇ ଆମେ ଗର୍ବିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
Congratulations to our scientists on the successful launch of navigation satellite IRNSS-1I by PSLV. This success will bring benefits of our space programme to the common man. Proud of team @isro!
— Narendra Modi (@narendramodi) April 12, 2018