QuoteCongratulations to ISRO for the successful launch of PSLV-C37 and CARTOSAT satellite together with 103 nano satellites: PM
QuoteThis remarkable feat by ISRO is yet another proud moment for our space scientific community and the nation: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ PSLV-C37  ଯାନର ସଫଳ ଉତକ୍ଷେପଣ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ଏହି ପ୍ରକ୍ଷେପଣ ଯାନ ମାଧ୍ୟମରେ ଆଜି ଭାରତୀୟ ଉପଗ୍ରହ କାର୍ଟୋସାଟ ବ୍ୟତୀତ ଅନ୍ୟ 103ଟି କ୍ଷୁଦ୍ର ଉପଗ୍ରହ ଅନ୍ତରୀକ୍ଷକୁ ପ୍ରେରଣ କରାଯାଇଛି  ।

‘‘PSLV-C37, କାର୍ଟୋସାଟ ଏବଂ 103ଟି କ୍ଷୁଦ୍ର ଉପଗ୍ରହର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ।

ଇସ୍ରୋର ଉଲ୍ଲେଖନୀୟ କୃତୀତ୍ୱ ଆମ ରାଷ୍ଟ୍ର ତଥା ବୈଜ୍ଞାନିକ ସମୁଦାୟ ପାଇଁ ଏକ ଗୌରବଜ୍ଜ୍ୱଳ ମୁହୂର୍ତ୍ତ  । ବୈଜ୍ଞାନିକମାନଙ୍କୁ ଭାରତ ପ୍ରଣାମ କରୁଛି  ।

ମହାକାଶ ବିଭାଗର ସଚିବଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କୁ ଏବଂ ଏହି ପ୍ରକ୍ଷେପଣରେ ସଂପୃକ୍ତ ସମଗ୍ର ବୈଜ୍ଞାନିକ ଦଳକୁ ଆଜିର ଅସାଧାରାଣ ସାଫଲ୍ୟ ପାଇଁ ଅଭିନନ୍ଦନ ଜଣାଇଛି’’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
1 in 3 US smartphone imports now made in India, China’s lead shrinks

Media Coverage

1 in 3 US smartphone imports now made in India, China’s lead shrinks
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 26, 2025
July 26, 2025

Citizens Appreciate PM Modi’s Vision of Transforming India & Strengthening Global Ties