ମିଆଁମାରରେ ନିର୍ବାଚନରେ ବିଜୟୀ ହୋଇଥିବାରୁ ଦ ଅଙ୍ଗ ସାନ ସୁ କୀ ଏବଂ ଏନଏଲଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନିର୍ବାଚନରେ ବିଜୟ ପାଇଁ ଦ ଅଙ୍ଗ ସାନ ସୁକୀ ଓ ଏନଏଲଡିକୁ ଅଭିନନ୍ଦନ । ସଫଳତାର ସହ ନିର୍ବାଚନ ଶେଷ ହେବା ମିଆଁମାରରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଆଉ ଏକ ସଫଳ ପର୍ଯ୍ୟାୟ । ଆମର ପାରମ୍ପରିକ ବନ୍ଧୁତ୍ୱର ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ମୁଁ ଆଶା କରୁଛି’ ।
Congratulations to Daw Aung San Suu Kyi & NLD for victory in the elections. The successful conduct of polls is another step in the ongoing democratic transition in Myanmar. I look forward to continuing to work with you to strengthen our traditional bonds of friendship. @MyanmarSC
— Narendra Modi (@narendramodi) November 12, 2020