ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେସ ଖେଳାଳିଙ୍କୁ ଏଫଆଇଡିଇ ଅନଲାଇନ୍ ଚେସ ଅଲିମ୍ପିଆଡ଼ ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି, “ଆମ ଚେସ ଖେଳାଳିଙ୍କୁ ଏଫଆଇଡିଇ ଅନଲାଇନ ଚେସ ଅଲିମ୍ପିଆଡ଼ ଜିତିବା ନେଇ ଅଭିନନ୍ଦନ । ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ପ୍ରଶଂସନୀୟ । ସେମାନଙ୍କର ସଫଳତା ନିଶ୍ଚିତ ଭାବରେ ଅନ୍ୟ ଚେସ ଖେଳାଳୀଙ୍କୁ ଉତ୍ସାହିତ କରିବ । ମୁଁ ରୁଷିଆ ଦଳକୁ ମଧ୍ୟ ଅଭିନନ୍ଦନ ଜଣାଉଛି” ।

  • Mahendra singh Solanki Loksabha Sansad Dewas Shajapur mp November 07, 2023

    Jay shree Ram
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Over 3.3 crore candidates trained under NSDC and PMKVY schemes in 10 years: Govt

Media Coverage

Over 3.3 crore candidates trained under NSDC and PMKVY schemes in 10 years: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2025
July 22, 2025

Citizens Appreciate Inclusive Development How PM Modi is Empowering Every Indian