ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।
“ଶ୍ରୀ କୁନ୍ଦନ ଶାହାଙ୍କ ବିୟୋଗରେ ମୁଁ ଦୁଃଖିତ । ସାଧାରଣ ନାଗରିକଙ୍କ ଜୀବନ ଓ ସଂଘର୍ଷକୁ ପରଦାରେ ଦେଖାଇବା ଲାଗି ହାସ୍ୟ ଏବଂ ବ୍ୟଙ୍ଗର ଚମତ୍କାର ଉପଯୋଗ ଲାଗି ସେ ସ୍ମରଣୀୟ ହୋଇରହିବେ । ମୁଁ ତାଙ୍କ ପରିବାର ଏବଂ ସ୍ୱଜନଙ୍କ ପ୍ରତି ସମବେଦନା ଜଣାଉଛି । ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Anguished by the passing away of Shri Kundan Shah. He will be remembered for his wonderful usage of humour and satire to showcase the life & struggles of common citizens. My thoughts are with his family & admirers. May his soul rest in peace: PM @narendramodi
— PMO India (@PMOIndia) October 7, 2017