ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଓଘର ସତସଙ୍ଗ ଆଶ୍ରମର ଆଚାର୍ଯ୍ୟଦେବ ଅଶୋକ ରଂଜନ ଚକ୍ରବର୍ତ୍ତୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦେଓଘର ସତସଙ୍ଗ ଆଶ୍ରମର ଆଚାର୍ଯ୍ୟଦେବ ଅଶୋକ ରଂଜନ ଚକ୍ରବର୍ତ୍ତୀ ସମାଜ ପ୍ରତି ତାଙ୍କର ନିସ୍ୱାର୍ଥପର ସେବା ନିମନ୍ତେ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପ୍ରତି ଆଗ୍ରହୀ ଥିଲେ । ଏହି ଦୁଃଖଦ ସମୟରେ ମୋର ସମବେଦନା ତାଙ୍କର ସମସ୍ତ ଭକ୍ତଙ୍କ ସହ ଅଛି । ଓଁ ଶାନ୍ତି ।”
Acharyadev Ashok Ranjan Chakroborty of the Satsang Ashram, Deoghar, will always be remembered for his selfless service to society. He was passionate about education, healthcare, social justice and empowerment. In this tragic hour, my thoughts are with all his devotees. Om Shanti.
— Narendra Modi (@narendramodi) December 16, 2021
দেওঘরের সৎসঙ্গ আশ্রমের আচার্যদেব অশোক রঞ্জন চক্রবর্তী তাঁর নিঃস্বার্থ সমাজসেবার জন্য চিরস্মরণীয় হয়ে থাকবেন। তিনি শিক্ষা, স্বাস্থ্য, সামাজিক ন্যায় ও ক্ষমতায়নের জন্য কাজ করে গেছেন। শোকের এই সময়ে তাঁর সমস্ত ভক্তকে আমি সমবেদনা জানাই। ওঁ শান্তি।
— Narendra Modi (@narendramodi) December 16, 2021