ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଗଦଳପୁର-ଭୁବନେଶ୍ଵର ଏକ୍ସପ୍ରେସ ଟ୍ରେନ ଧାରଣାଚ୍ୟୁତ ହେବା ଯୋଗୁଁ ଜୀବନହାନୀ ଘଟିଥିବାରୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।
“ଜଗଦଳପୁର-ଭୁବନେଶ୍ଵର ଏକ୍ସପ୍ରେସ ଟ୍ରେନ ଧାରଣାଚ୍ୟୁତ ହେବା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ସମବେଦନା । ଦୁର୍ଘଟଣା ଅତ୍ୟନ୍ତ ମର୍ମନ୍ତୁଦ ।
ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।ରେଳବାଇ ମନ୍ତ୍ରୀ ଘଟଣା ତଥା ପରିସ୍ଥିତି ଉପରେ ସଜାଗ ଦୃଷ୍ଟି ରଖିଛନ୍ତି ଏବଂ ତ୍ଵରିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଦିଗରେ ପଦକ୍ଷେପ ନେଉଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
My thoughts are with those who lost their loved ones due to the derailment of Jagdalpur-Bhubaneswar Express. The tragedy is saddening: PM
— PMO India (@PMOIndia) January 22, 2017
I pray for a speedy recovery of all those injured due to the train accident: PM @narendramodi
— PMO India (@PMOIndia) January 22, 2017
The Railway Ministry is monitoring the situation very closely and is working to ensure quick rescue and relief operations: PM @narendramodi
— PMO India (@PMOIndia) January 22, 2017