ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କନ୍ନଡ ଲେଖକ ତଥା କବି ଶ୍ରୀ ଚେନ୍ନାଭିରା କାନାଭିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ଚେନ୍ନାଭିରା କାନାଭୀଙ୍କ ମହାନ କବିତା ଏବଂ ଲେଖା ଦଶନ୍ଧି ଧରି କନ୍ନଡ ସାହିତ୍ୟକୁ ସମୃଦ୍ଧ କରିପାରିଛି । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”
Shri Chennaveera Kanavi’s sublime poetry and writings have enriched Kannada literature for decades. Saddened by his demise. Condolences to his family and admirers. Om Shanti.
— Narendra Modi (@narendramodi) February 16, 2022