ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଡି. ଶ୍ରୀନିବାସ ଗାରୁଙ୍କପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତକରିଛନ୍ତି ।
ଗରିବଙ୍କ ବିକାଶ ଓ ଜନସେବା ପାଇଁ ଶ୍ରୀ ଗାରୁ ମନେ ରହିବେବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ପୂର୍ବତନ ସାଂସଦ ଶ୍ରୀ ଶ୍ରୀନିବାସ ଗାରୁଙ୍କ ପରଲୋକରେଦୁଖିଃତ । ଦୀର୍ଘବର୍ଷର ଜନସେବା ଓ ଗରିବଙ୍କ ବିକାଶ ପାଇଁକରିଥିବା କାମ ପାଇଁ ସେ ମନେ ରହିବେ । ଏଭଳି ଦୁଃଖସମୟରେ ତାଙ୍କ ପରିବାର ଓ ସମର୍ଥକଙ୍କ ପାଇଁ ମୋରସମବେଦନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ” ।
Saddened by the passing away of former MP Shri D. Srinivas Garu. He will be remembered for his long years in public service and efforts to empower the poor. My thoughts are with his family and supporters in this hour of grief: PM @narendramodi
— PMO India (@PMOIndia) June 29, 2024