ଲୋକସଭା ସାଂସଦ ବଲ୍ଲି ଦୁର୍ଗା ପ୍ରସାଦ ରାଓ ଗାରୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ଲୋକସଭା ସାଂସଦ ବଲ୍ଲି ଦୁର୍ଗା ପ୍ରସାଦ ରାଓ ଗାରୁଙ୍କ ଦେହାନ୍ତରେ ମର୍ମାହତ । ସେ ଜଣେ ଅଭିଜ୍ଞ ନେତା ଥିଲେ। ସେ ଆନ୍ଧ୍ରପ୍ରଦେଶର ଅଗ୍ରଗତି ଦିଗରେ ପ୍ରଭାବଶାଳୀ ଅବଦାନ ରଖିଥିଲେ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗ ଏବଂ ଶୁଭେଚ୍ଛୁମାନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Saddened by the demise of Lok Sabha MP, Balli Durga Prasad Rao Garu. He was an experienced leader, who made effective contributions towards the progress of Andhra Pradesh. My thoughts are with his family and well-wishers in this sad hour. Om Shanti.
— Narendra Modi (@narendramodi) September 16, 2020