ଭିଏନାରେ ଆତଙ୍କବାଦୀଙ୍କ ଘୃଣ୍ୟ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ ନିନ୍ଦା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭିଏନାରେ ଆତଙ୍କବାଦୀଙ୍କ ଜଘନ୍ୟ ଆକ୍ରମଣ ନେଇ ଗଭୀରଭାବେ ଚକିତ ଏବଂ ମର୍ମାହତ । ଏହି ଦୁଃଖଦ ସମୟରେ ଭାରତ ଅଷ୍ଟ୍ରିଆ ସହିତ ଛିଡା ହୋଇଛି । ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ।
Deeply shocked and saddened by the dastardly terror attacks in Vienna. India stands with Austria during this tragic time. My thoughts are with the victims and their families.
— Narendra Modi (@narendramodi) November 3, 2020