ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ମାନ ଏବଂ ସଶକ୍ତୀକରଣ ସୁନିଶ୍ଚିତ କରିବାରେ ଘରର ଗୁରୁତ୍ୱ ଉପରେ ସୂଚନା ପ୍ରଦାନ କରିଛନ୍ତି ।
ଆଜି ମହିଳା ଦିବସ ଅବସରରେ ସେ କହିଛନ୍ତି ଯେ ମହିଳା ସଶକ୍ତୀକରଣ ପାଇଁ ପିଏମ-ଆବାସ ଯୋଜନା ଏକ ଗେମ୍ ଚେଞ୍ଜର ହୋଇଛି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି -
ଘର ହେଉଛି ସମ୍ମାନର ମୂଳଦୁଆ। ଏଠାରେ ହିଁ ସଶକ୍ତୀକରଣ ଆରମ୍ଭ ହୁଏ ଏବଂ ସ୍ୱପ୍ନ ସାକାର ହୋଇଥାଏ।
ମହିଳାଙ୍କ ସଶକ୍ତୀକରଣ ପାଇଁ ପିଏମ-ଆବାସ ଯୋଜନା ଏକ ଗେମ୍ ଚେଞ୍ଜର ହୋଇଛି।
A home is the foundation of dignity. It's where empowerment begins and dreams take flight.
— Narendra Modi (@narendramodi) March 8, 2024
PM-AWAS Yojana has been a game-changer to further empowerment of women. pic.twitter.com/qb5aSW5h5u