ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟ ଦିବସ ଅବସରରେ ଆର୍ମି ହାଉସରେ ‘ଆଟ୍ ହୋମ୍’ ସମାରୋହରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ବିଜୟ ଦିବସର ପୂର୍ବ ସଂଧ୍ୟାରେ ଆର୍ମି ହାଉସରେ ‘ଆଟ୍ ହୋମ୍’ ସମାରୋହରେ ଯୋଗ ଦେଇଥିଲି । ୧୯୭୧ ଯୁଦ୍ଧରେ ବିଜୟ ହାସଲ କରିଥିବା ଆମର ସଶସ୍ତ୍ର ବାହିନୀର ବୀରତ୍ୱକୁ ଭାରତ କଦାପି ଭୁଲିବ ନାହିଁ ।”
On the eve of Vijay Diwas, attended the 'At Home' reception at Army House. India will never forget the valour of our Armed Forces that led to the win in the 1971 war. pic.twitter.com/apG69cObzw
— Narendra Modi (@narendramodi) December 15, 2022