QuoteAn active Opposition is important in a Parliamentary democracy: PM Modi
QuoteI am happy that this new house has a high number of women MPs: PM Modi
QuoteWhen we come to Parliament, we should forget Paksh and Vipaksh. We should think about issues with a ‘Nishpaksh spirit’ and work in the larger interest of the nation: PM

17ତମ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦମାନଙ୍କୁ ସ୍ୱାଗତ କରିଛନ୍ତି ।
ଅଧିବେଶନ ପୁର୍ବରୁ ଏକ ଗଣମାଧ୍ୟମ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି, “2019 ଲୋକସଭା ନିର୍ବାଚନ ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ସମସ୍ତ ନୂତନ ସାଂସଦମାନଙ୍କୁ ମୁଁ ସ୍ୱାଗତ କରୁଛି । ଏହି ସାଂସଦମାନଙ୍କ ଆଗମନରେ ନୂତନ ଆଶା, ନୂତନ ଅଭିଳାଷା ଏବଂ ନୂତନ ସଞ୍ଚାର ହୋଇଛି ।”

17ତମ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟାରେ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ସେ କହିଥିଲେ ଯେ ସୂଚାର ରୂପେ କାର୍ଯ୍ୟ କରିବା ଦ୍ୱାରା ସଂସଦ ଜନସାଧାରଣଙ୍କ ଅଭିଳାଷା ପୁରଣ କରିବାରେ ସମର୍ଥ ହୋଇଥାଏ ।

|

ପ୍ରଧାନମନ୍ତ୍ରୀ ସଂସଦୀୟ ଗଣତନ୍ତ୍ରରେ ବିରୋଧି ଦଳର ଗୁରୁତ୍ୱ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସଦନର କାର୍ଯ୍ୟରେ ବିରୋଧି ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଥିଲେ । ବିରୋଧି ସଂଖ୍ୟାକୁ ନେଇ ବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଆମେ ଯେତବେଳେ ସଂସଦକୁ ଆସିବା ସେତେବେଳେ ଆମେ ପକ୍ଷ ଏବଂ ବିପକ୍ଷ ଭୁଲିଯିବା ଉଚିତ । ଆମେ ‘ନିରପେକ୍ଷ ଭାବନା’ରେ ବିଭିନ୍ନ ବିଷୟ ସମ୍ବନ୍ଧରେ ଚିନ୍ତା କରିବା ଉଚିତ ଏବଂ ଦେଶର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି କାର୍ଯ୍ୟ କରିବା ଉଚିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

Click here to read full text speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India eyes potential to become a hub for submarine cables, global backbone

Media Coverage

India eyes potential to become a hub for submarine cables, global backbone
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian cricket team on winning ICC Champions Trophy
March 09, 2025

The Prime Minister, Shri Narendra Modi today congratulated Indian cricket team for victory in the ICC Champions Trophy.

Prime Minister posted on X :

"An exceptional game and an exceptional result!

Proud of our cricket team for bringing home the ICC Champions Trophy. They’ve played wonderfully through the tournament. Congratulations to our team for the splendid all around display."