ନୂଆଦିଲ୍ଲୀରେ ୯ ସେପ୍ଟେମ୍ବର ୨୦୨୩ରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି, ମହାମହିମ ଶ୍ରୀ ଜୋ ବାଇଡେନ୍ ବିଶ୍ୱ ଭିତ୍ତିଭୂମି ଏବଂ ନିବେଶ (ପିଜିଆଇଆଇ) ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ଥିକ କରିଡର (ଆଇଏମଇସି) ପାଇଁ ଭାଗିଦାରୀ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ ।

ଭିତ୍ତିଭୂମି ବିକାଶ ପାଇଁ ଅଧିକ ପୁଞ୍ଜିନିବେଶ ଆରମ୍ଭ କରିବା ଏବଂ ଭାରତ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପ ମଧ୍ୟରେ ଏହାର ବିଭିନ୍ନ ଦିଗରେ ଯୋଗାଯୋଗକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ଏଥିରେ ୟୁରୋପୀୟ ସଂଘ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ମରିସସ୍, ୟୁଏଇ ଓ ସାଉଦି ଆରବ ସମେତ ବିଶ୍ୱବ୍ୟାଙ୍କର ନେତାମାନେ ଅଂଶଗ୍ରହଣ କରିଥିଲେ।

ବିକାଶଶୀଳ ଦେଶମାନଙ୍କରେ ଭିତ୍ତିଭୂମି ବ୍ୟବଧାନକୁ ହ୍ରାସ କରିବା ସହିତ ବିଶ୍ୱସ୍ତରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)ର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପିଜିଆଇଆଇ ହେଉଛି ଏକ ବିକାଶମୂଳକ ପଦକ୍ଷେପ ।

ଆଇଏମ୍ଇସିରେ ଭାରତକୁ ଉପସାଗରୀୟ ଅଞ୍ଚଳ ସହ ସଂଯୋଗ କରୁଥିବା ଏକ ପୂର୍ବ କରିଡର ଏବଂ ଉପସାଗରୀୟ ଅଞ୍ଚଳକୁ ୟୁରୋପ ସହ ସଂଯୋଗ କରୁଥିବା ଏକ ଉତ୍ତର କରିଡର ସାମିଲ ରହିଛି । ଏଥିରେ ରେଳ ଏବଂ ଜାହାଜ-ରେଳ ପରିବହନ ମାର୍ଗ ଏବଂ ସଡ଼କ ପରିବହନ ମାର୍ଗ ସାମିଲ ରହିବ ।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଭୌତିକ, ଡିଜିଟାଲ ଏବଂ ଆର୍ଥିକ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଇଏମଇସି ଭାରତ ଏବଂ ୟୁରୋପ ମଧ୍ୟରେ ଆର୍ଥିକ ଏକୀକରଣକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।

ଭାରତ, ଆମେରିକା, ସାଉଦୀ ଆରବ, ୟୁଏଇ, ୟୁରୋପୀୟ ସଂଘ, ଇଟାଲୀ, ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟରେ ଆଇଏମଇସି ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

 

Click here to see Project-Gateway-multilateral-MOU

  • Babla sengupta February 21, 2024

    Babla sengupta digital India
  • Pradeep Peringode September 11, 2023

    🙏❤️❤️👏👏👏👏
  • MamtaMohanRexwal September 10, 2023

    good job
  • ravindra pratap singh September 10, 2023

    BHARAT world guru jai hind jai BHARAT World bhi (Guru Brahma Guru Vishnu guru devo maheswar )
  • Sarah Mathews Chacko September 10, 2023

    A very powerful energy flow grid abetted by infrastructure, technology, supply chains, bio fuels, economics, investments, skills, security & more. A critical part of the East West Connect...👏👍
  • Anil Dogra September 10, 2023

    Modiji = Development,commitment,trust,determination,culture,tradition,pride,respect,self-esteem,brave,generous & furture this time is the right time  to be🧡 Modiji our Pradhansevwak 🧡
  • Anil Dogra September 10, 2023

    Ek Bharat Shreshtha Bharat Akhand Bharat Atmanirbhar Bharat Ek Duniya Ek Modiji Ek Pradhansevwak Ek Naya Ek Bharat ka🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🙏🏻🙏🏻🙏🏻🙏🏻
  • Anil Dogra September 10, 2023

    Modiji is pride of Ek Bharat Shreshtha Bharat Akhand Bharat Atmanirbhar Bharat congratulations to all team members of G20 for completing with in record time with perfection 🧡🧡🧡🧡🙏🏻🙏🏻🙏🏻🚩🚩🚩🙏🏻🙏🏻🙏🏻🙏🏻🧡🧡🧡
  • Dr Ravji Jivrajbhai Patolia September 10, 2023

    Jay Bharat, Vandemataram
  • RAJARAM GURJAR September 10, 2023

    shreeman pardanmantri Modiji aap es des ko fir se sone ki chidiya bna doge aap mhan h sir aapne bharat mata ki laj rakhi h bharat ki har mata aapko aasirwad de rhi h
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Global aerospace firms turn to India amid Western supply chain crisis

Media Coverage

Global aerospace firms turn to India amid Western supply chain crisis
NM on the go

Nm on the go

Always be the first to hear from the PM. Get the App Now!
...
Former UK PM, Mr. Rishi Sunak and his family meets Prime Minister, Shri Narendra Modi
February 18, 2025

Former UK PM, Mr. Rishi Sunak and his family meets Prime Minister, Shri Narendra Modi today in New Delhi.

Both dignitaries had a wonderful conversation on many subjects.

Shri Modi said that Mr. Sunak is a great friend of India and is passionate about even stronger India-UK ties.

The Prime Minister posted on X;

“It was a delight to meet former UK PM, Mr. Rishi Sunak and his family! We had a wonderful conversation on many subjects.

Mr. Sunak is a great friend of India and is passionate about even stronger India-UK ties.

@RishiSunak @SmtSudhaMurty”