ସଫରନ ଶିଳ୍ପ ସମୂହ ଅଧ୍ୟକ୍ଷ ଶ୍ରୀ ରସ ମେକଇନ୍ସ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ଗତକାଲି ସଫରନ ଶିଳ୍ପ ସମୂହ ଅଧ୍ୟକ୍ଷ ଶ୍ରୀ ରସ ମେକଇନ୍ସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦ୍ରୁତବର୍ଦ୍ଧିଷ୍ଣୁ ଭାରତୀୟ ଉଡ୍ଡୟନ ବଜାରରେ ଏହି କ୍ଷେତ୍ରରେ କାମ କରୁଥିବା କମ୍ପାନୀଗୁଡିକ ପାଇଁ ବିପୁଳ ସମ୍ଭାବନା ରହିଛି । ସଫରନ ସହ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ବୈଷୟିକ ଭାଗିଦାରୀ ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ।”
Yesterday, Mr. Ross McInnes, the Group Chairman of @SAFRAN called on PM @narendramodi. Fast growing Indian aviation market provides immense scope for companies working in this sector. They also discussed technological partnership with Safran in defence and space. pic.twitter.com/uv1thCGcOe
— PMO India (@PMOIndia) April 20, 2023