ବ୍ୟାଂକକଠାରେ ଆରସିଇପି ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିଛନ୍ତି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବନ୍ଧୁତାକୁ ନିବିଡ କରିବା ନେଇ ଉଭୟ ନେତା ଆଲୋଚନା କରିଥିଲେ ।
ଜାନୁଆରୀ 2020ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କର ଆଗାମୀ ଭାରତ ଗସ୍ତର ଉତ୍ତମ ପରିଣାମ ହାସଲ କରିବା ନେଇ ପ୍ରସ୍ତୁତି ଉପରେ ଦୁଇ ନେତା ଆଲୋଚନା କରିଥିଲେ ।
Accelerating friendship with Australia.
— PMO India (@PMOIndia) November 4, 2019
Prime Ministers @narendramodi and @ScottMorrisonMP met on the sidelines of the @ASEAN related Summits in Bangkok. pic.twitter.com/JT1BeEFntt