ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି ।
ଏହି ବୈଠକ ବାବଦରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ମହାରାଷ୍ଟ୍ରର ଉଦ୍ୟମୀ ଏବଂ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ ଓ ତାଙ୍କ ପରିବାରକୁ ଭେଟି ଖୁସି । ମହାରାଷ୍ଟ୍ରର ବିକାଶକୁ ଆଗକୁ ବଢ଼ାଇବା ପ୍ରତି ତାଙ୍କ ଆଗ୍ରହ ଏବଂ ତାଙ୍କ ବିନମ୍ରତା ବହୁତ ସୁନ୍ଦର’ ।
It was a delight to meet Maharashtra’s dynamic and hardworking CM @mieknathshinde Ji and his family. His passion towards furthering Maharashtra’s progress and his humility are very endearing. https://t.co/NP9IItRIUK
— Narendra Modi (@narendramodi) July 22, 2023
महाराष्ट्राचे गतिशील आणि कष्टाळू मुख्यमंत्री @mieknathshinde जी यांना आणि त्यांच्या कुटुंबाला भेटून आनंद झाला. महाराष्ट्राच्या प्रगतीसाठीची त्यांची तळमळ आणि विनम्र स्वभाव कौतुकास्पद आहे. https://t.co/spK6yhZ8Pu
— Narendra Modi (@narendramodi) July 22, 2023