କ୍ରମିକ ସଂଖ୍ୟା |
ବୁଝାମଣା/ଚୁକ୍ତିନାମା/ସଂଶୋଧନ |
କ୍ଷେତ୍ରଗୁଡିକ |
୧ |
କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଭାରତ-ଫ୍ରାନ୍ସ ଘୋଷଣାପତ୍ର |
ପ୍ରଯୁକ୍ତି ଏବଂ ନବାଚାର |
୨ |
ଭାରତ-ଫ୍ରାନ୍ସ ନାବାଚାର ବର୍ଷ ୨୦୨୬ ପାଇଁ ଲୋଗୋ ଲୋକାର୍ପଣ |
ପ୍ରଯୁକ୍ତି ଏବଂ ନବାଚାର |
୩ |
ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍ଟି) ଏବଂ ଫ୍ରାନ୍ସର ଇନ୍ଷ୍ଟିଚ୍ୟୁଟ୍ ନ୍ୟାସନାଲ ଡି ରିଚେର୍ଚ୍ଚ ଏନ୍ ଇନ୍ଫର୍ମେଟିକ୍ ଏଟ୍ ଏନ୍ ଅଟୋମେଟିକ୍ (ଆଇଏନ୍ଆର୍ଆଇଏ) ମଧ୍ୟରେ ଡିଜିଟାଲ୍ ସାଇନ୍ସ ପାଇଁ ଇଣ୍ଡୋ-ଫ୍ରେଞ୍ଚ ସେଣ୍ଟର ପ୍ରତିଷ୍ଠା ପାଇଁ ଆଗ୍ରହ ପତ୍ର |
ପ୍ରଯୁକ୍ତି ଏବଂ ନବାଚାର |
୪ |
ଫ୍ରେଞ୍ଚ ଷ୍ଟାର୍ଟ ଅପ୍ ଇନ୍କ୍ୟୁବେଟର୍ ଷ୍ଟେସନ୍ ଏଫ୍ରେ ୧୦ଟି ଭାରତୀୟ ଷ୍ଟାର୍ଟଅପ୍ ଆୟୋଜନ ପାଇଁ ଚୁକ୍ତିନାମା
|
ପ୍ରଯୁକ୍ତି ଏବଂ ନବାଚାର |
୫ |
ଉନ୍ନତ ମଡ୍ୟୁଲାର ରିଆକ୍ଟର ଏବଂ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ଉପରେ ଭାଗିଦାରୀ ସ୍ଥାପନ ପାଇଁ ଆଗ୍ରହ ପତ୍ର ଘୋଷଣାନାମା |
ସିଭିଲ ଆଣବିକ ଶକ୍ତି |
୬ |
ଭାରତର ଆଣବିକ ଶକ୍ତି ବିଭାଗ (ଡିଏଇ) ଏବଂ ଫ୍ରାନ୍ସର କମିଶାରିଆଟ୍ ଏ ଏଲ୍ ଏନର୍ଜି ଅଟୋମିକ୍ ଏଟ୍ ଅକ୍ସ ଏନର୍ଜିସ୍ ଅଲଟର୍ନେଟିଭ୍ସ ଅଫ୍ ଫ୍ରାନ୍ସ (ସିଏଇ) ମଧ୍ୟରେ ବିଶ୍ୱସ୍ତରୀୟ ଆଣବିକ ଶକ୍ତି ଭାଗିଦାରୀ କେନ୍ଦ୍ର (ଜିସିଏନ୍ଇପି) ସହିତ ସହଯୋଗ ସମ୍ବନ୍ଧରେ ବୁଝାମଣାପତ୍ର ନବୀକରଣ
|
ସିଭିଲ ଆଣବିକ ଶକ୍ତି |
୭ |
ଜିସିଏନ୍ଇପି ଇଣ୍ଡିଆ ଏବଂ ଇନ୍ଷ୍ଟିଚ୍ୟୁଟ୍ ଫର୍ ନ୍ୟୁକ୍ଲିୟର୍ ସାଇନ୍ସ ଆଣ୍ଡ୍ ଟେକ୍ସୋଲୋଜି (ଆଇଏନ୍ଏସ୍ଟିଏନ୍) ଫ୍ରାନ୍ସ ମଧ୍ୟରେ ସହଯୋଗ ସମ୍ବନ୍ଧରେ ଭାରତର ଡିଏଇ ଏବଂ ଫ୍ରାନ୍ସର ସିଇଏ ମଧ୍ୟରେ ଚୁକ୍ତିନାମା କାର୍ଯ୍ୟକାରୀ
|
ସିଭିଲ ଆଣବିକ ଶକ୍ତି |
୮ |
ତ୍ରିକୋଣୀୟ ବିକାଶ ସହଯୋଗ ଉପରେ ମିଳିତ ଘୋଷଣାନାମା |
ହିନ୍ଦ/ପ୍ରଶାନ୍ତ ସ୍ଥାୟୀ ବିକାଶ |
୯ |
ମର୍ସିଲେରେ ଭାରତ ବାଣିଜ୍ୟିକ ଦୂତାବାସର ମିଳିତ ଉଦ୍ଘାଟନ |
ସଂସ୍କୃତି/ଲୋକମାନଙ୍କ ମଧ୍ୟରେ ସମ୍ପର୍କ |
୧୦ |
ପରିବେଶ କ୍ଷେତ୍ରରେ ପରିବେଶ ପରିବର୍ତ୍ତନ ଜୈବ ବିବିଧତା, ଜଙ୍ଗଲ, ସାମୁଦ୍ରିକ ବ୍ୟାପାର ଏବଂ ମତ୍ସ୍ୟ ମନ୍ତ୍ରଣାଳୟ ଏବଂ ପରିବେଶ କ୍ଷେତ୍ରରେ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ଆଗ୍ରହ ପାଇଁ ଆଗ୍ରହ ପତ୍ର ଘୋଷଣାନାମା |
ପରିବେଶ |