କ୍ରମିକ ସଂଖ୍ୟା |
ନିସ୍କର୍ଷ |
୧. |
ଭଦୋଦରାରେ ସି୨୯୫ ବିମାନର ଫାଇନାଲ୍ ଆସେମ୍ବଲି ଲାଇନ୍ ପ୍ଲାଣ୍ଟର ମିଳିତ ଉଦ୍ଘାଟନ, ଯାହା ଏୟାରବସ୍ ସ୍ପେନ୍ ସହଯୋଗରେ ଟାଟା ଆଡ୍ଭାନ୍ସ ସିଷ୍ଟମ୍ ଦ୍ୱାରା ନିର୍ମିତ। |
୨. |
ରେଳ ପରିବହନ କ୍ଷେତ୍ରରେ ସହଯୋଗ ଉପରେ ଏମ୍ଓୟୁ |
୩. |
ସୀମା ଶୁଳ୍କ ପ୍ରସଙ୍ଗରେ ସହଯୋଗ ଏବଂ ପାରସ୍ପରିକ ସହାୟତା ଉପରେ ଚୁକ୍ତିନାମା |
୪. |
୨୦୨୪-୨୦୨୮ ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ |
୫. |
୨୦୨୬କୁ ଭାରତ-ସ୍ପେନ୍ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ବର୍ଷ ଭାବରେ ଘୋଷଣା କରାଯାଇଛି |
୬. |
ବେଙ୍ଗାଲୁରୁରେ ସ୍ପାନିସ୍ ବାଣିଜ୍ୟ ଦୂତାବାସ ପ୍ରତିଷ୍ଠା ଏବଂ ବାର୍ସିଲୋନାରେ ଭାରତୀୟ ବାଣିଜ୍ୟ ଦୂତାବାସ କାର୍ଯ୍ୟକ୍ଷମ ପାଇଁ ଘୋଷଣା |
୭. |
ଭାରତ ଏବଂ ସ୍ପେନ୍ରେ ପାରସ୍ପରିକ ପୁଞ୍ଜି ବିନିଯୋଗକୁ ସୁଗମ କରିବା ପାଇଁ ଡିପିଆଇଆଇଟି ଇଣ୍ଡିଆ ଏବଂ ସ୍ପେନ୍ରେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ବିନିଯୋଗ ମହାନିର୍ଦ୍ଦେଶାଳୟ, ଅର୍ଥନୀତି, ବାଣିଜ୍ୟ ଏବଂ ବ୍ୟବସାୟ ମନ୍ତ୍ରଣାଳୟରେ ଫାଷ୍ଟ ଟ୍ରାକ ବ୍ୟବସ୍ଥା ସ୍ଥାପନ। |
୮. |
ଅଡିଓ ଭିଜୁଆଲ୍ ସହ-ଉତ୍ପାଦନ ଚୁକ୍ତିନାମା ଅନ୍ତର୍ଗତ ମିଳିତ ଆୟୋଗ ଗଠନ |