ଏମଓୟୁ ଓ ରାଜିନାମା ଯାହାର ଆଦାନ ପ୍ରଦାନ କରାଯାଇଛି।

କ୍ର.ନଂ.

ଏମଓୟୁ / ରାଜିନାମାର ନାମା

ତାଞ୍ଜାନିଆ ପକ୍ଷରୁ ପ୍ରତିନିଧି

ଭାରତ ପକ୍ଷରୁ ପ୍ରତିନିଧି

1

ଡିଜିଟାଲ୍ ରୂପାନ୍ତରଣ ପାଇଁ ଜନସଂଖ୍ୟା ଆଧାରରେ ସଫଳ ଡିଜିଟାଲ୍ ସମାଧାନ ଆଦାନ ପ୍ରଦାନ କ୍ଷେତ୍ରରେ ସହଯୋଗ ପାଇଁ  ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ୟୁନାଇଟେଡ୍ ରିପବ୍ଲିକ୍ ଅଫ୍ ତାଞ୍ଜାନିଆର ସୂଚନା, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ରାଜିନାମା

ମହାମହିମ ନେପ୍ ଏମ୍ ନାନୁୟେ, ତାଞ୍ଜାନିଆର ସୂଚନା, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ

ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ

2

ହ୍ବାଇଟ ସିପିଂ ସୂଚନା ଆଦାନ ପ୍ରଦାନ ଉପରେ ୟୁନାଇଟେଡ୍ ରିପବ୍ଲିକ୍ ଅଫ୍ ତାଞ୍ଜାନିଆର ଭାରତୀୟ ନୌସେନା ଏବଂ ତାଞ୍ଜାନିଆର ସିପିଂ ଏଜେନ୍ସି କର୍ପୋରେସନ୍ ମଧ୍ୟରେ ବୈଷୟିକ ରାଜିନାମା

ମହାମହିମ ଶ୍ରୀ ଜାନୁୟାରୀ ୱାଇ ମକାମ୍ବା, ତାଞ୍ଜାନିଆର ବୈଦେଶିକ ବ୍ୟାପାର ଓ ପୂର୍ବ ଆଫ୍ରିକା ସହଯୋଗ ମନ୍ତ୍ରୀ

ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ

3

ବର୍ଷ 2023-2027 ପାଇଁ ଭାରତ ସରକାର ଏବଂ ତାଞ୍ଜାନିଆ ସରକାରଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ

ମହାମହିମ ଶ୍ରୀ ଜାନୁୟାରୀ ୱାଇ ମକାମ୍ବା, ତାଞ୍ଜାନିଆର ବୈଦେଶିକ ବ୍ୟାପାର ଓ ପୂର୍ବ ଆଫ୍ରିକା ସହଯୋଗ ମନ୍ତ୍ରୀ

ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ

4

କ୍ରିଡ଼ା କ୍ଷେତ୍ରରେ ସହଯୋଗ ଉପରେ ତାଞ୍ଜାନିଆର ନ୍ୟାସନାଲ୍ ସ୍ପୋର୍ଟସ୍ କାଉନ୍‌ସିଲ୍ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ ମଧ୍ୟରେ ରାଜିନାମା (ଏମଓୟୁ)

ମହାମହିମ ଶ୍ରୀ ଜାନୁୟାରୀ ୱାଇ ମକାମ୍ବା, ତାଞ୍ଜାନିଆର ବୈଦେଶିକ ବ୍ୟାପାର ଓ ପୂର୍ବ ଆଫ୍ରିକା ସହଯୋଗ ମନ୍ତ୍ରୀ

ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ

5

ତାଞ୍ଜାନିଆରେ ଔଦ୍ୟୋଗିକ ପାର୍କର ସ୍ଥାପନା ପାଇଁ ଭାରତର ବନ୍ଦର, ସପିଂ  ଓ ଜଳମାର୍ଗ ମନ୍ତ୍ରଣାଳୟ ଅନ୍ତର୍ଗତ ଜବାହାରଲାଲ୍ ନେହେରୁ ବନ୍ଦର ପ୍ରାଧିକରଣ ଏବଂ ତାଞ୍ଜାନିଆ ଗଣରାଜ୍ୟର ତାଞ୍ଜାନିଆ ଇନଭେଷ୍ଟମେଣ୍ଟ ସେଣ୍ଟର ମଧ୍ୟରେ ରାଜିନାମା

ମହାମହିମ ପ୍ରଫେସର କିଟିଲା ଏ. ମୁକାମ୍ବୋ, ତାଞ୍ଜାନିଆର ଯୋଜନା, ଏବଂ ନିବେଶ ରାଷ୍ଟ୍ର ମନ୍ତ୍ରୀ

ଡା.ଏସ. ଜୟଶଙ୍କର, ଭାରତର ବିଦେଶ ମନ୍ତ୍ରୀ

6

ସାମୁଦ୍ରିକ ଉଦ୍ୟୋଗରେ ସହଯୋଗ ପାଇଁ କୋଚିନ୍ ସିପୟାର୍ଡ଼ ଲିମିଟେଡ୍‌ ଏବଂ ମେରାଇନ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ ମଧ୍ୟରେ ରାଜିନାମା।

ସୁଶ୍ରୀ ଅନିଶା କେ ମବେଗା, ଭାରତରେ ତାଞ୍ଜାନିଆର ହାଇ କମିଶନର

ଶ୍ରୀ  ବିନୟ ଶ୍ରୀକାନ୍ତ ପ୍ରଧାନ, ତାଞ୍ଜାନିଆରେ ଭାରତର ହାଇ କମିଶନର

 

  • Babla sengupta December 28, 2023

    Babla sengupta
  • Loksabha Phulpur October 25, 2023

    namo namo
  • Mahendra singh Solanki Loksabha Sansad Dewas Shajapur mp October 12, 2023

    नमो नमो नमो नमो नमो नमो नमो नमो नमो
  • Sanjay Kumar Verma October 11, 2023

    Namo nama
  • Shirish Tripathi October 11, 2023

    माननीय प्रधानमंत्री श्री नरेंद्र मोदी जी के नेतृत्व में विश्व गुरु के पथ पर अग्रसर भारत 🇮🇳
  • Arun Gupta, Beohari (484774) October 10, 2023

    🙏💐
  • Geeta Malik October 10, 2023

    जय हो
  • Vunnava Lalitha October 10, 2023

    डाक दिवस
  • KALYANASUNDARAM S B October 10, 2023

    🇮🇳 Namo Namo 🇮🇳🇮🇳🙏🙏🙏
  • KALYANASUNDARAM S B October 10, 2023

    Jai Modi Ji Sarkar 🇮🇳🇮🇳🇮🇳🇮🇳👍👍🇮🇳🇮🇳🇮🇳🇮🇳🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
From record loss in 2018 to record profit: Public sector banks' dividend rises 33 pc to Rs 27,830 cr in FY24

Media Coverage

From record loss in 2018 to record profit: Public sector banks' dividend rises 33 pc to Rs 27,830 cr in FY24
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles demise of Pasala Krishna Bharathi
March 23, 2025

The Prime Minister, Shri Narendra Modi has expressed deep sorrow over the passing of Pasala Krishna Bharathi, a devoted Gandhian who dedicated her life to nation-building through Mahatma Gandhi’s ideals.

In a heartfelt message on X, the Prime Minister stated;

“Pained by the passing away of Pasala Krishna Bharathi Ji. She was devoted to Gandhian values and dedicated her life towards nation-building through Bapu’s ideals. She wonderfully carried forward the legacy of her parents, who were active during our freedom struggle. I recall meeting her during the programme held in Bhimavaram. Condolences to her family and admirers. Om Shanti: PM @narendramodi”

“పసల కృష్ణ భారతి గారి మరణం ఎంతో బాధించింది . గాంధీజీ ఆదర్శాలకు తన జీవితాన్ని అంకితం చేసిన ఆమె బాపూజీ విలువలతో దేశాభివృద్ధికి కృషి చేశారు . మన దేశ స్వాతంత్ర్య పోరాటంలో పాల్గొన్న తన తల్లితండ్రుల వారసత్వాన్ని ఆమె ఎంతో గొప్పగా కొనసాగించారు . భీమవరం లో జరిగిన కార్యక్రమంలో ఆమెను కలవడం నాకు గుర్తుంది .ఆమె కుటుంబానికీ , అభిమానులకూ నా సంతాపం . ఓం శాంతి : ప్రధాన మంత్రి @narendramodi”