କ୍ରଂସଂ |
ଘୋଷଣା |
||
୧. |
ଭାରତ-ମାଳଦ୍ୱୀପ: ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି |
||
୨. |
ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣ |
||
|
ଶୁଭାରମ୍ଭ/ଉଦଘାଟନ/ହସ୍ତାନ୍ତର |
||
୧. |
ମାଳଦ୍ୱୀପରେ ରୂପେ କାର୍ଡର ଶୁଭାରମ୍ଭ। |
||
୨. |
ହନୀମାଧୁ ଅନ୍ତର୍ଜାତୀୟ ବିମାନ ବନ୍ଦର (ଏଚଆଇଏ)ର ନୂଆ ରନୱେ ଉଦଘାଟନ |
||
୩. |
ଏକ୍ଜିମ୍ ବ୍ୟାଙ୍କର କ୍ରେତା ଋଣ ସୁବିଧା ଅଧୀନରେ ନିର୍ମିତ ସାମାଜିକ ଆବାସ ୟୁନିଟ୍ ହସ୍ତାନ୍ତରଣ |
||
|
ବୁଝାମଣାପତ୍ରରେ ସ୍ୱାକ୍ଷର/ନବୀକରଣ |
ମାଳଦ୍ୱୀପର ପ୍ରତିନିଧି |
ଭାରତର ପ୍ରତିନିଧି |
୧. |
ମୁଦ୍ରା ବିନିମୟ ରାଜିନାମା |
ମାଳଦ୍ୱୀପ ମୁଦ୍ରା ପ୍ରାଧିକରଣର ଗଭର୍ଣ୍ଣର ଶ୍ରୀ ଅହମ୍ମଦ ମୁନୱର |
ଶ୍ରୀ ଅଜୟ ସେଠ, ସଚିବ, ଆର୍ଥିକ ବ୍ୟାପାର ବିଭାଗ, ଅର୍ଥ ମନ୍ତ୍ରଣାଳୟ |
୨. |
ଭାରତର ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପୁଲିସ ଓ ଆଇନ ପ୍ରବର୍ତ୍ତନ କଲେଜ ମଧ୍ୟରେ ରାଜିନାମା |
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍ |
ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ |
୩. |
ଦୁର୍ନୀତି ରୋକିବା ଏବଂ ଏହାର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏବଂ ମାଳଦ୍ୱୀପର ଦୁର୍ନୀତି ନିବାରଣ ଆୟୋଗ ମଧ୍ୟରେ ବୁଝାମଣାପତ୍ର |
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍ |
ଡକ୍ଟର. ରାଜେନ୍ଦ୍ର କୁମାର, ସଚିବ, ସୀମା ପରିଚାଳନା ସଚିବ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ |
୪. |
ମାଳଦ୍ୱୀପ ନ୍ୟାୟିକ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଭାରତୀୟ ଜାତୀୟ ନ୍ୟାୟିକ ଏକାଡେମୀ (ଏନଜେଏଆଇ) ଏବଂ ମାଳଦ୍ୱୀପର ନ୍ୟାୟିକ ସେବା ଆୟୋଗ (ଜେଏସସି) ମଧ୍ୟରେ ବୁଝାମଣାପତ୍ରର ନବୀକରଣ |
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍ |
ଶ୍ରୀ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
୫. |
କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର ନବୀକରଣ |
ଭାରତରେ ଅବସ୍ଥାପିତ ମାଳଦ୍ୱୀପ ରାଷ୍ଟ୍ରଦୂତ ଶ୍ରୀ ଇବ୍ରାହିମ୍ ସାହେବ୍ |
ଶ୍ରୀ ମୁନୁ ମହାୱର, ମାଳଦ୍ୱୀପରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |