କ) ପ୍ରକଳ୍ପ ଶିଳାନ୍ୟାସ/ସମୀକ୍ଷା

୧. ଭାରତ ଦ୍ୱାରା ଅନୁଦାନପ୍ରାପ୍ତ ୫୦୦ ମିଲିୟନ ଆମେରିକୀୟ ଡଲାରର ଗ୍ରେଟଲ ମାଲେ ସଂଯୋଗୀକରଣ ପ୍ରକଳ୍ପର କଂକ୍ରିଟ କାମ- ସ୍ଥାୟୀ କାମ ଆରମ୍ଭର ପ୍ରତୀକ

୨. ଏକ୍ସିମ ବ୍ୟାଙ୍କ ଅଫ ଇଣ୍ଡିଆ ବାୟର୍ସ କ୍ରେଡିଟ ଫାଇନାନ୍ସ ଅନ୍ତର୍ଗତ ୨୨୭ ମିଲିୟନ ଆମେରିକୀୟ ଡଲାର ପୁଞ୍ଜି ବିନିଯୋଗରେ ହୁଲହୁମାଲେ ଠାରେ ନିର୍ମିତ ହେଉଥିବା ୪୦୦୦ ସାମାଜିକ ଆବାସ ୟୁନିଟର ପ୍ରଗତି ସମୀକ୍ଷା

୩. ଆଡ୍ଡୁ ସଡକ ସମେତ ୩୪ ଦ୍ୱୀପରେ ପୁର୍ନବାସନ, ଜଳ ଓ ପରିମଳ ଏବଂ ଶୁକ୍ରବାର ମସଜିଦ ପୁନରୁଦ୍ଧାର ପ୍ରକଳ୍ପ ସହ ଭାରତ ମାଳଦୀପ ବିକାଶ ସହଯୋଗ ସମୀକ୍ଷା

ଖ) ରାଜିନାମା/ଏମଓୟୁ ଆଦାନପ୍ରଦାନ 

୧. ମାଳଦୀପ ସ୍ଥାନୀୟ ପରିଷଦ ସଦସ୍ୟ ଓ ମାଳଦୀପ ମହିଳା ବିକାଶ ସମିତିଙ୍କ ଦକ୍ଷତା ବିକାଶ ଓ ତାଲିମ ପାଇଁ ଏନଆଇଆରଡିପିଆର, ଭାରତ ଓ ମାଳଦୀପର ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ରାଜିନାମା

୨. ସମ୍ଭାବ୍ୟ ମାଛଧରା ଅଞ୍ଚଳ ପୂର୍ବାନୁମାନ ଦକ୍ଷତା ବିକାଶ ଓ ତଥ୍ୟ ଆଦାନପ୍ରଦାନ ଓ ସାମୁଦ୍ରିକ ବିଜ୍ଞାନ ଗବେଷଣା ପାଇଁ ଆଇଏନସିଓଆଇଏସ, ଭାରତ ଏବଂ ମତ୍ସ୍ୟ ମନ୍ତ୍ରାଳୟ, ମାଳଦୀପ ମଧ୍ୟରେ ରାଜିନାମା

୩. ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ସିଇଆରଟି- ଇଣ୍ଡିଆ ଓ ଏନସିଆଇଟି, ମାଳଦୀପଙ୍କ ମଧ୍ୟରେ ରାଜିନାମା

୪. ବିପର୍ଯ୍ୟୟ ପ୍ରବନ୍ଧନ କ୍ଷେତ୍ରରେ ସହଯୋଗ ପାଇଁ ଏନଡିଏମଏ, ଭାରତ ଓ ଏନଡିଏମଏ, ମାଲଦୀପଙ୍କ ମଧ୍ୟରେ ରାଜିନାମା

୫. ମାଲଦୀପ ପୁଲିସ ଭିତ୍ତିଭୂମି ପାଇଁ ୪୧ ମିଲିୟନ ଆମେରିକୀୟ ଡଲାର ବାୟର୍ସ କ୍ରେଡିଟ ଫାଇନାନ୍ସିଂ ପାଇଁ ଏକ୍ସିମ ବ୍ୟାଙ୍କ ଭାରତ ଓ ଅର୍ଥ ମନ୍ତ୍ରାଳୟ, ମାଳଦୀପଙ୍କ ମଧ୍ୟରେ ବୁଝାମଣା

୬. ହୁଲହୁମାଲେ ଠାରେ ଅତିରିକ୍ତ ୨ ହଜାର ସାମାଜିକ ଆବାସ ୟୁନିଟ ନିର୍ମାଣ ପାଇଁ ୧୧୯ ମିଲିୟନ ଆମେରିକୀୟ ଡଲାର ବାୟର୍ସ କ୍ରେଡିଟ ଫଣ୍ଡିଂ ଅନୁମୋଦନ ନିମନ୍ତେ ଏକ୍ସିମ ବ୍ୟାଙ୍କ ଭାରତ ଓ ଅର୍ଥ ମନ୍ତ୍ରାଳୟ, ମାଳଦୀପ ମଧ୍ୟରେ ରାଜିନାମା

ଗ) ଘୋଷଣା

୧. ମାଳଦୀପରେ ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଇବା ପାଇଁ ୧୦୦ ମିଲିୟନ ଆମେରିକୀୟ ଡଲାରର ନୂତନ କ୍ରେଡିଟ ଲାଇନ ସୃଷ୍ଟି 

୨. ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ୧୨୮ ମିଲିୟନ ଆମେରିକୀୟ ଡଲାର ହନିମଧୁ ବିମାନବନ୍ଦର ବିକାଶ ପ୍ରକଳ୍ପ ପାଇଁ ଇପିସି କଣ୍ଟ୍ରାକ୍ଟ ପ୍ରଦାନକୁ ଅନୁମୋଦନ 

୩. ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ୩୨୪ ମିଲିୟନ ଆମେରିକୀୟ ଡଲାର ଗୁଲିଫାହଲୁ ବନ୍ଦର ବିକାଶ ପ୍ରକଳ୍ପ ପାଇଁ ଡିପିଆର ଓ ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ

୪. ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ୩୦ ମିଲିୟନ ଆମେରିକୀୟ ଡଲାର କ୍ୟାନ୍ସର ହସ୍ପିଟାଲ ପ୍ରକଳ୍ପ ପାଇଁ ବ୍ୟବହାର୍ଯ୍ୟତା ରିପୋର୍ଟ ଓ ବିତ୍ତୀୟ ଆବଶ୍ୟକତାକୁ ଅନୁମୋଦନ

୫. ୬. ହୁଲହୁମାଲେ ଠାରେ ଅତିରିକ୍ତ ୨ ହଜାର ସାମାଜିକ ଆବାସ ୟୁନିଟ ନିର୍ମାଣ ପାଇଁ ୧୧୯ ମିଲିୟନ ଆମେରିକୀୟ ଡଲାର ବାୟର୍ସ କ୍ରେଡିଟ ଫଣ୍ଡିଂ ଅନୁମୋଦନ ନିମନ୍ତେ ଏକ୍ସିମ ବ୍ୟାଙ୍କ ଭାରତ ଓ ଅର୍ଥ ମନ୍ତ୍ରାଳୟ, ମାଳଦୀପ ମଧ୍ୟରେ ରାଜିନାମା

୬. ଭାରତ ଓ ମାଳଦୀପ ମଧ୍ୟରେ ଟିକସ ମୁକ୍ତ ଟୁନା ରପ୍ତାନୀ ସୁବିଧା

୭. ପୂର୍ବରୁ ମାଳଦୀପ ଜାତୀୟ ସେନା ବାହିନୀକୁ ପ୍ରଦାନ କରାଯାଇଥିବା ସିଜିଏସ ହୁରାଭି ବଦଳରେ ଆଉ ଏକ ଜାହାଜ ଯୋଗାଣ

୮. ମାଳଦୀପ ଜାତୀୟ ସେନା ବାହିନୀକୁ ଦ୍ୱିତୀୟ ଲ୍ୟାଣ୍ଡିଂ କ୍ରାଫ୍ଟ ଆସଲ୍ଟ (ଏଲସିଏ) ଯୋଗାଣ

୯. ମାଳଦୀପ ଜାତୀୟ ସେନା ବାହିନୀକୁ ୨୪ଟି ୟୁଟିଲିଟି ଭେହିକିଲ ଉପହାର 

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India Delivers': UN Climate Chief Simon Stiell Hails India As A 'Solar Superpower'

Media Coverage

'India Delivers': UN Climate Chief Simon Stiell Hails India As A 'Solar Superpower'
NM on the go

Nm on the go

Always be the first to hear from the PM. Get the App Now!
...
PM Modi condoles loss of lives due to stampede at New Delhi Railway Station
February 16, 2025

The Prime Minister, Shri Narendra Modi has condoled the loss of lives due to stampede at New Delhi Railway Station. Shri Modi also wished a speedy recovery for the injured.

In a X post, the Prime Minister said;

“Distressed by the stampede at New Delhi Railway Station. My thoughts are with all those who have lost their loved ones. I pray that the injured have a speedy recovery. The authorities are assisting all those who have been affected by this stampede.”