ଭାରତ ଓ ସ୍ୱିଡେନ ମଧ୍ୟରେ ସ୍ଵାକ୍ଷରିତ ରାଜିନାମା/ ବୁଝାମଣା

  • ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ତଥା ସ୍ୱିଡେନର ନବସୃଜନ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଚିରସ୍ଥାୟୀ ନବସୃଜନ ସହଭାଗୀତା ଭବିଷ୍ୟତ ସଂପର୍କୀତ ଭାରତ ଓ ସ୍ୱିଡେନ ମିଳିତ ଘୋଷଣାନାମା;

ଭାରତ-ଡେନମାର୍କ ରାଜିନାମା/ ବୁଝାମଣା

  • ଭାରତର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ତଥା ଡେନମାର୍କର ଶିଳ୍ପ, ବ୍ୟାପାର, ଆର୍ଥିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଚିରସ୍ଥାୟୀ ଓ ସ୍ମାର୍ଟ ସହରାଂଚଳ ବିକାଶ ସହଯୋଗ ଲାଗି ବୁଝାମଣା
  • ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ମତ୍ସ୍ୟଚାଷ ବିଭାଗ ତଥା ଡେନମାର୍କର ପ୍ରାଣୀ ସମ୍ପଦ ଓ ଚିକିତ୍ସା, ଖାଦ୍ୟ ପ୍ରଶାସନ ଏବଂ ପର୍ଯ୍ୟାବରଣ ମନ୍ତ୍ରଣାଳୟ ମଧ୍ୟରେ ପଶୁପାଳନ ଓ ଦୁଗ୍ଧ ଉନ୍ନୟନ କ୍ଷେତ୍ରରେ ବ୍ୟାପକ ସହଯୋଗ ଲାଗି ଦ୍ୱିପାକ୍ଷିକ ବୁଝାମଣା
  • ଭାରତର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ତଥା ଡେନମାର୍କର ପଶୁଧନ ଓ ଖାଦ୍ୟ ପ୍ରଶାସନ ବିଭାଗ ମଧ୍ୟରେ ଖାଦ୍ୟ ନିରାପତ୍ତା ସହଯୋଗ ସଂକ୍ରାନ୍ତ ବୁଝାମଣା
  • ଭାରତୀୟ କୃଷି ଗବେଷଣା ପରିଷଦ ଏବଂ ଡେନମାର୍କର କୋପେନହେଗେନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଜ୍ଞାନ ବିଭାଗ ମଧ୍ୟରେ କୃଷି ଗବେଷଣା ଓ ଶିକ୍ଷଣ ସଂକ୍ରାନ୍ତ ସହଯୋଗ ବୁଝାମଣା

ଭାରତ ଓ ଆଇସଲାଣ୍ଡ ମଧ୍ୟରେ ବୁଝାମଣା/ ରାଜିନାମା

  • ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ଆଇସଲାଣ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ହିନ୍ଦୀ ଭାଷାର ପ୍ରସାର ଲାଗି ICCR ଚେୟାର ପ୍ରତିଷ୍ଠା ସଂକ୍ରାନ୍ତ ବୁଝାମଣା ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Indian startups raise $1.65 bn in February, median valuation at $83.2 mn

Media Coverage

Indian startups raise $1.65 bn in February, median valuation at $83.2 mn
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2025
March 04, 2025

Appreciation for PM Modi’s Leadership: Driving Self-Reliance and Resilience