କ୍ରମିକ.ନମ୍ବର |
ବୁଝାମଣା/ଚୁକ୍ତି ସମୂହ |
ପାଲେଷ୍ଟାଇନ ପକ୍ଷରୁ ସ୍ଵାକ୍ଷର ଓ ହସ୍ତାନ୍ତର କରିଥିବା ମନ୍ତ୍ରୀ |
ଭାରତ ପକ୍ଷରୁ ସ୍ଵାକ୍ଷର କରିଥିବା ଉଚ୍ଚ ପଦାଧିକାରୀ |
ଚୁକ୍ତି ହସ୍ତାନ୍ତରକାରୀ |
1. |
ବେଥେଲହମ ପ୍ରାନ୍ତର ବେଇତ ସହରରେ 30 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ଭାରତ-ପାଲେଷ୍ଟାଇନ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା |
ଡ ଜୱାଦ ଆୱାଦ, ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରୀ |
ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର). |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
2. |
ଭାରତ, ପାଲେଷ୍ଟାଇନ ମହିଳା ସଶକ୍ତିକରଣ କେନ୍ଦ୍ର “ତୁରାଥୀ”କୁ 5 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ନିର୍ମାଣ ପାଇଁ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା |
ଅବୀର ଆଉଦେ, ପାଲେଷ୍ଟାଇନର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥା ମନ୍ତ୍ରୀ |
ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର). |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
3. |
ରାମଲ୍ଲାରେ 5 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ନୂତନ ମୁଦ୍ରଣ ପ୍ରେସ ସ୍ଥାପନା ଲାଗି ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା |
ମିଷ୍ଟର ଅହମ୍ମଦ ଆସଫ, ରାଷ୍ଟ୍ରୀୟ ଅର୍ଥମନ୍ତ୍ରୀଙ୍କ ତରଫରୁ ପାଲେଷ୍ଟାଇନର ପବ୍ଲିକ ବ୍ରୋଡକାଷ୍ଟିଙ୍ଗ କର୍ପୋରେସନ ଏବଂ ସରକାରୀ ଗଣମାଧ୍ୟମ ମନ୍ତ୍ରୀ |
ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର). |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
4. |
ମୁତାଲଥ ଆଲ ସୁହାଦା ଗ୍ରାମରେ 1(ଏକ) ନିୟୁତ ଆମେରିକୀୟ ଡଲାର ବ୍ୟୟରେ ବିଦ୍ୟାଳୟ ନିର୍ମାଣ ଲାଗି ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା |
ଡ.ସବ୍ରୀ ସୟିଦମ, ପାଲେଷ୍ଟାଇନର ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ |
ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର). |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
5. |
ପାଲେଷ୍ଟାଇନର ତୁବାସ ପ୍ରଦେଶର ତାମୂନ ଗ୍ରାମରେ 1.1 ନିୟୁତ ଆମେରିକୀୟ ଡଲାର ବ୍ୟୟରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା |
ଡ.ସବ୍ରୀ ସୟିଦମ, ପାଲେଷ୍ଟାଇନର ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ |
ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର). |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
6. |
ଆବୁ ଦିଶଠାରେ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଜବାହରଲାଲ ନେହେରୁ ଶିକ୍ଷଣ ପ୍ରତିଷ୍ଠାନର ଅତିରିକ୍ତ କୋଠା ନିର୍ମାଣ ପାଇଁ 0.25 ନିୟୁତ ଆମେରିକୀୟ ଡଲାର ସହାୟତା ସକାଶେ ଭାରତ ଓ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା |
ଡ.ସବ୍ରୀ ସୟିଦମ, ପାଲେଷ୍ଟାଇନର ଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ |
ଶ୍ରୀ ଟି ଏସ ତିରୁମୂର୍ତ୍ତି ସଚିବ(ଇଆର). |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |