କ୍ରମିକ ନମ୍ବର |
ବୁଝାମଣା / କାର୍ଯ୍ୟ ଯୋଜନା ଏବଂ ଉଦ୍ଦେଶ୍ୟ |
ଭାରତୀୟ ପକ୍ଷ |
ଭିଏତନାମ ପକ୍ଷ |
1 |
ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ବୁଝାମଣା
ବୁଝାମଣାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଓ ବାଣିଜ୍ୟ ବିକାଶକୁ ପ୍ରୋତ୍ସାହନ ବୃଦ୍ଧି ନିମନ୍ତେ ଫ୍ରେମୱାର୍କ ପ୍ରତିଷ୍ଠା |
ଶ୍ରୀମତୀ ସୁଷମା ସ୍ଵରାଜ, ମାନନୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମହାମାନ୍ୟ ମିଷ୍ଟର ତ୍ରାନ ତୁଆନ ଆନ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ |
2 |
ଭାରତୀୟ କୃଷି ଗବେଷଣା ପରିଷଦ (ICAR) ଏବଂ ଭିଏତନାମର କୃଷି ଓ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ମଧ୍ୟରେ 2018-2022 ପାଇଁ କାର୍ଯ୍ୟ ଯୋଜନା
ଏହି କାର୍ଯ୍ୟ ଯୋଜନାର ଉଦ୍ଦେଶ୍ୟ ହେଲା – କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବୈଷୟିକ ବିଶେଷଜ୍ଞମାନଙ୍କ ପାରସ୍ପରିକ ରାଷ୍ଟ୍ର ଗସ୍ତ ଏବଂ ପ୍ରଯୁକ୍ତି କୌଶଳ ହସ୍ତାନ୍ତର ସହଯୋଗକୁ ପ୍ରୋତ୍ସାହିତ କରିବା |
ଶ୍ରୀମତୀ ସୁଷମା ସ୍ଵରାଜ, ମାନନୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମହାମାନ୍ୟ ମିଷ୍ଟର ଙ୍ଗୁୟେନ ସୁଆଁ କ୍ୱୋଙ୍ଗ, କୃଷି ଓ ଗ୍ରାମ୍ୟ ବିକାଶ ମନ୍ତ୍ରୀ |
3 |
ଭାରତର ଗ୍ଲୋବାଲ ଆଣବିକ ଶକ୍ତି ଭାଗିଦାରୀତା କେନ୍ଦ୍ର (GCNEP) ଏବଂ ଭିଏତନାମର ଆଣବିକ ଶକ୍ତି ପ୍ରତିଷ୍ଠାନ (VINATOM) ମଧ୍ୟରେ ପାରସ୍ପରିକ ସହଯୋଗ ଲାଗି ବୁଝାମଣା
ଏହି ବୁଝାମଣାର ଉଦ୍ଦେଶ୍ୟ ହେଲା – ଭାରତ, ଭିଏତନାମ ମଧ୍ୟରେ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ବୈଷୟିକ ସହଯୋଗକୁ ସୁଦୃଢ କରିବା |
ଶ୍ରୀ ଶେଖର ବସୁ, ସଚିବ, ଆଣବିକ ଶକ୍ତି ବିଭାଗ |
ମହାମାନ୍ୟ ମିଷ୍ଟର ଡାଙ୍ଗ ଦିନ କ୍ଵେ, ବୈଦେଶିକ ବ୍ୟାପାର ଉପମନ୍ତ୍ରୀ |