ରମିକ ସଂଖ୍ୟା |
ବୁଝାମଣା/ରାଜିନାମାର ନାମ |
ମିଆଁମାର ପକ୍ଷ |
ଭାରତ ପକ୍ଷ |
1. |
ଭାରତ ଏବଂ ମିଆଁମାର ମଧ୍ୟରେ ସାମୁଦ୍ରିକ ନିରାପତ୍ତା ସହଯୋଗ ଲାଗି ବୁଝାମଣା |
ବ୍ରିଗେଡିଏର ଜେନେରାଲ ସାନ ୱିନ, ପ୍ରତିରକ୍ଷା ମନ୍ତ୍ରଣାଳୟର ସ୍ଥାୟୀ ସଚିବ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
2. |
ଭାରତ ଏବଂ ମିଆଁମାର ମଧ୍ୟରେ 2017-2020 ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ |
ୟୁ ହିତୁନ ଓନ, ଧାର୍ମିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରଣାଳୟର ସ୍ଥାୟୀ ସଚିବ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
3. |
ୟାମେଥିନ(ମିଆଁମାର)ସ୍ଥିତ ମହିଳା ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନତିକରଣ ଦିଗରେ ସହଯୋଗ ବୃଦ୍ଧି ପାଇଁ ଭାରତ-ମିଆଁମାର ମଧ୍ୟରେ ବୁଝାମଣା |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
|
4. |
ହ୍ଵାଇଟ ସିପିଂ ସଂକ୍ରାନ୍ତ ସୂଚନା ବିନିମୟ ଲାଗି ଭାରତୀୟ ନୌବାହିନୀ ଏବଂ ମିଆଁମାର ନୌସେନା ମଧ୍ୟରେ ବୁଝାମଣା |
ରିୟର ଆଡମିରାଲ ମୋ ଅଂ, ମିଆଁମାର ନୌସେନା ମୁଖ୍ୟ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
5. |
ଉପକୂଳ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ପ୍ରଯୁକ୍ତି କୌଶଳ ଯୋଗାଣ ନେଇ ଭାରତ ଏବଂ ମିଆଁମାର ମଧ୍ୟରେ ରାଜିନାମା |
ରିୟର ଆଡମିରାଲ ମୋ ଅଂ, ମିଆଁମାର ନୌସେନା ମୁଖ୍ୟ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
6. |
ମେଡିକାଲ ସାମଗ୍ରୀ ନିୟନ୍ତ୍ରଣ ସହଯୋଗ ନେଇ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା ଏବଂ ମିଆଁମାରର ସ୍ୱାସ୍ଥ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଖାଦ୍ୟ ଓ ଭେଷଜ ଏଜେନ୍ସୀ ମଧ୍ୟରେ ବୁଝାମଣା |
ଡଃ ଥାଁ ହିତୁତ, ମିଆଁମାର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
7. |
ସ୍ୱାସ୍ଥ୍ୟ ଏବଂ ଭେଷଜ/ମେଡ଼ିସିନ କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମିଆଁମାର ସ୍ୱାସ୍ଥ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା |
ଡଃ ଥାଁ ହିତୁତ, ମିଆଁମାର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
8. |
ଏମଆଇଆଇଟି ପ୍ରତିଷ୍ଠା ନେଇ ହୋଇଥିବା ବୁଝାମଣାର ଅବଧି ବୃଦ୍ଧି ଲାଗି ଉଦ୍ଦିଷ୍ଟ ପତ୍ରର ଆଦାନ ପ୍ରଦାନ |
ଡଃ ଥେଇନ ୱିନ, ଉଚ୍ଚ ଶିକ୍ଷା ବିଭାଗର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
9. |
ଭାରତ-ମିଆଁମାର ସୂଚନା ପ୍ରଯୁକ୍ତି କୌଶଳ ସମ୍ବର୍ଦ୍ଧନ କେନ୍ଦ୍ର ପ୍ରତିଷ୍ଠା ନେଇ ହୋଇଥିବା ବୁଝାମଣାର ଅବଧି ବୃଦ୍ଧି ଲାଗି ଉଦ୍ଦିଷ୍ଟ ପତ୍ରର ଆଦାନ ପ୍ରଦାନ |
ୟୁ ୱିନ ଖାଇଙ୍ଗ ମୋ, ଗବେଷଣା ଏବଂ ନବସୃଜନ ବିଭାଗର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
10. |
ନିର୍ବାଚନ କ୍ଷେତ୍ରରେ ଭାରତୀୟ ନିର୍ବାଚନ ଆୟୋଗ ଏବଂ ମିଆଁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବୁଝାମଣା |
ୟୁ ତିନ ତୁନ, ମିଆଁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ସଚିବ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
11. |
ଭାରତୀୟ ପ୍ରେସ କାଉନ୍ସିଲ ଏବଂ ମିଆଁମାର ପ୍ରେସ କାଉନ୍ସିଲ ମଧ୍ୟରେ ସହଯୋଗ ନେଇ ବୁଝାମଣା |
ୟୁ ଅଂ ହ୍ଳା ତୁନ, ଉପାଧ୍ୟକ୍ଷ (1) |
ମିଷ୍ଟର ଜଷ୍ଟିସ ଚନ୍ଦ୍ରମୌଳୀ କୁମାର ପ୍ରସାଦ, ଅଧ୍ୟକ୍ଷ, ଭାରତୀୟ ପ୍ରେସ କାଉନ୍ସିଲ |
Login or Register to add your comment
The Governor of Maharashtra, Shri C. P. Radhakrishnan, met Prime Minister Shri Narendra Modi today.
The Prime Minister’s Office handle posted on X:
“Governor of Maharashtra, Shri C. P. Radhakrishnan, met PM @narendramodi.”
Governor of Maharashtra, Shri C. P. Radhakrishnan, met PM @narendramodi. pic.twitter.com/ui3Nt7ZONq
— PMO India (@PMOIndia) December 27, 2024