କ୍ରମିକ ସଂଖ୍ୟା. |
ଏମ୍ଓୟୁର ସଂଖ୍ୟା/ଚୁକ୍ତି/ସନ୍ଧି |
1 |
ଭାରତୀୟ ଗଣତନ୍ତ୍ରର କ୍ରୀଡ଼ା ଏବଂ ଯୁବବ୍ୟାପାର ବିଭାଗ ଏବଂ ବେଲାରୁଷ ସାଧାରଣତନ୍ତ୍ରର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର |
2 |
ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ୍ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ଯୋଗ ମନ୍ତ୍ରଣାଳୟ ଏବଂ ବେଲାରୁଷ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର |
3 |
ବୈଜ୍ଞାନିକ ଏବଂ ବୈଷୟିକ ସହଯୋଗ ଲାଗି ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (ଆଇଏନ୍ଏସ୍ଏ) ଏବଂ ବେଲାରୁଷ ଜାତୀୟ ବିଜ୍ଞାନ ଏକାଡେମୀ ମଧ୍ୟରେ ଚୁକ୍ତି |
4 |
କୃଷି ଗବେଷଣା ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ, ଭାରତ ଏବଂ ବେଲାରୁଷ ରାଷ୍ଟ୍ର କୃଷି ଏକାଡେମୀ, ଗୋର୍କି, ବେଲାରୁଷ ମଧ୍ୟରେ ବୁଝାମଣାପତ୍ର । |
5 |
ଏପ୍ରିଲ୍ 16, 2007ରେ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ବେଲାରୁଷ ସାଧାରଣତନ୍ତ୍ରର କୃଷି ଏବଂ ଖାଦ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିର ମୂଳଲେଖରେ ସଂଶୋଧନ |
6 |
2018 - 2020 ମଧ୍ୟରେ ସଂସ୍କୃତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାର ଏବଂ ବେଲାରୁଷ ସାଧାରଣତନ୍ତ୍ର ସରକାରଙ୍କ ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ |
7 |
ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ବେଲାରୁଷର ତୈଳ ଏବଂ ରସାୟନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣାପତ୍ର |
8 |
ଜେଏସଭି "Belzarubezhstroy”ଏବଂ ରାଷ୍ଟ୍ରୀୟ ନିର୍ମାଣ ନିଗମ ଲିଃ ମଧ୍ୟରେ ବୁଝାମଣାପତ୍ର |
9 |
ଜେଏସସି ବେଲାରୁଷ ପଟାସ୍ କମ୍ପାନୀ (ବିପିସି) ଏବଂ ଇଣ୍ଡିଆନ୍ ପଟାସ୍ ଲିଃ (ଆଇପିଏଲ୍) ମଧ୍ୟରେ ବୁଝାମଣାପତ୍ର । |
10 |
ଓଜେଏସସି, ମିନସ୍କ ଟ୍ରାକ୍ଟର ୱାର୍କ୍ସ ଏବଂ ଭାରତର ପୁଣେରେ ଥିବା କିର୍ଲୋସ୍କର ଅଏଲ୍ ଇଞ୍ଜିନ୍ସ ଲିଃ. ମଧ୍ୟରେ ସ୍ୱାକ୍ଷରିତ ଏମ୍ଓୟୁର କାର୍ଯ୍ୟକାରୀତା ପାଇଁ ଚୁକ୍ତି |