କ୍ରମିକ ସଂଖ୍ୟା |
ଚୁକ୍ତି/ବୁଝାମଣାପତ୍ରର ନାମ |
ଭାରତ ପକ୍ଷରୁ ବିନିମୟକାରୀ |
ସାଉଦି ଆରବ ପକ୍ଷରୁ ବିନିମୟକାରୀ |
1 |
ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠିରେ ନିବେଶ ଲାଗି ଭାରତ ସରକାର ଏବଂ ସାଉଦୀ ଆରବ ରାଜତନ୍ତ୍ର ମଧ୍ୟରେ ବୁଝାମଣା |
ଶ୍ରୀମତି ସୁଷମା ସ୍ୱରାଜ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମହାମହିମ ଖଲିଦ ଅଲ ଫଲିହ, ଶକ୍ତି, ଉଦ୍ୟୋଗ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ
|
2 |
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ସାଉଦୀ ରାଜତନ୍ତ୍ରର କମିଶନ ଫର ଟୁରିଜିମ ଆଣ୍ଡ ନେସନାଲ ହେରିଟେଜ ମଧ୍ୟରେ ବୁଝାମଣା |
ଶ୍ରୀ ଟିଏସ ତିରୁମୂର୍ତ୍ତୀ, ସଚିବ (ଇଆର) |
ମହାମହିମ ମିଃ. ଆଦେଲ ଅଲ ଜୁବୈର, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
3 |
ଆବାସ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାର ଏବଂ ସାଉଦୀ ରାଜତନ୍ତ୍ର ମଧ୍ୟରେ ବୁଝାମଣା |
ଶ୍ରୀ ଅହମ୍ମଦ ଜାଭେଦ, ସାଉଦୀ ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ଡ. ମାଜିଦ ବିନ ଅବଦୁଲ୍ଲା ଅଲ କସାବୀ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ |
4 |
ଭାରତର ଇନଭେଷ୍ଟ ଇଣ୍ଡିଆ ଏବଂ ସାଉଦୀ ଆରବ ରାଜତନ୍ତ୍ରର ସାଉଦୀ ଆବବୀୟାନ ଜେନେରାଲ ଇନଭେଷ୍ଟମେଂଟ ଅଥରିଟି ମଧ୍ୟରେ ସହଯୋଗ କାର୍ଯ୍ୟକ୍ରମ ଖସଡ଼ା |
ଶ୍ରୀ ଅହମ୍ମଦ ଜାଭେଦ, ସାଉଦୀ ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ଡ. ମାଜିଦ ବିନ ଅବଦୁଲ୍ଲା ଅଲ କସାବୀ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ |
5 |
ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମ ବିନିମୟ ଲାଗି ପ୍ରସାର ଭାରତୀ, ନୂଆଦିଲ୍ଲୀ, ଭାରତ ଏବଂ ସାଉଦୀ ବ୍ରଡକାଷ୍ଟିଂ କର୍ପୋରେସନ (ଏସବିସି), ସାଉଦୀ ଆରବ ମଧ୍ୟରେ ପ୍ରସାରଣ କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା |
ଶ୍ରୀ ଅହମ୍ମଦ ଜାଭେଦ, ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
ମହାମହିମ ଡ. ଟୁର୍କି ଅବଦୁଲ୍ଲା ଅଲ ଶବାନା, ଗଣମାଧ୍ୟମ ମନ୍ତ୍ରୀ |
ଦ୍ରଷ୍ଟବ୍ୟ : ଉପରୋକ୍ତ ସହିତ, ସାଉଦୀ ପକ୍ଷ ଅନ୍ତର୍ଜାତୀୟ ସୌର ମେଂଟ (ଆଇଏସଏ) ଉପରେ ଏକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ।