କ୍ରଂସଂ |
ବୁଝାମଣା/ରାଜିନାମାଗୁଡ଼ିକର ନାମ |
ଭାରତୀୟ ପକ୍ଷ |
ଡେନମାର୍କ ପକ୍ଷ |
1 |
ଭୂତଳ ଜଳ ଉତ୍ସ ଏବଂ ଆକ୍ୟୁଫର୍ସ ସ୍ତର ମାପିବା ପାଇଁ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ-ରାଷ୍ଟ୍ରୀୟ ଭୂଭୌତିକୀୟ ଗବେଷଣା ସଂସ୍ଥାନ, ହାଇଦ୍ରାବାଦ, ଆରହସ୍ ବିଶ୍ବବିଦ୍ୟାଳୟ, ଡେନମାର୍କ ଏବଂ ଜିଓଲୋଜିକାଲ ସର୍ଭେ ଅଫ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ର। |
ଡ. ଭି.ଏମ. ତିଓ୍ବାରୀ, ନିର୍ଦ୍ଦେଶକ ସିଏସଆଇଆର-ରାଷ୍ଟ୍ରୀୟ ଭୂଭୌତିକୀୟ ଗବେଷଣା ସଂସ୍ଥାନ ଉପ୍ପଲ ରୋଡ, ହାଇଦ୍ରାବାଦ, ତେଲଙ୍ଗାନା |
ରାଷ୍ଟ୍ରଦୂତ ଫ୍ରେଡ୍ଡୀ ସ୍ୱାନେ |
2 |
ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ ଏବଂ ଡାନିଶ ପେଟେଣ୍ଟ ଆଣ୍ଡ ଟ୍ରେଡ୍ମାର୍କ ଅଫିସ ମଧ୍ୟରେ ପାରମ୍ପରିକ ଜ୍ଞାନ ଡିଜିଟାଲ ପାଠାଗାର ଗ୍ରହଣୀୟତା ରାଜିନାମା |
ଡ. ବିଶ୍ବଜନନୀ ଜେ ସାତ୍ତିଗିରି, ମୁଖ୍ୟ, ସିଏସଆଇଆର-ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ୟୁନିଟ, ୧୪, ସତସଙ୍ଗ ବିହାର ମାର୍ଗ, ନୂଆଦିଲ୍ଲୀ |
ରାଷ୍ଟ୍ରଦୂତ ଫ୍ରେଡ୍ଡୀ ସ୍ୱାନେ |
3 |
ସମ୍ଭାବ୍ୟ ପ୍ରୟୋଗ ସହିତ ଟ୍ରପିକାଲ ଜଳବାୟୁ ଲାଗି ପ୍ରାକୃତିକ ରେଫ୍ରିଜରେଣ୍ଟ ଦିଗରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଡାନଫୋସ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର |
ପ୍ରଫେସର ଗୋବିନ୍ଦନ ରଙ୍ଗରାଜନ, ନିର୍ଦ୍ଦେଶକ, ଭାରତୀୟ ବିଜ୍ଞାନ ସଂସ୍ଥାନ ବେଙ୍ଗାଲୁରୁ |
ମିଃ. ରବିଚନ୍ଦ୍ରନ ପୁରୁଷୋଥମମ, ସଭାପତି, ଡାନଫୋସ ଇଣ୍ଡିଆ |
4 |
ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ଦେଶ୍ୟ ପତ୍ର |
ଶ୍ରୀ ରାଜେଶ ଅଗ୍ରଓ୍ବାଲ, ସଚିବ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ |
ରାଷ୍ଟ୍ରଦୂତ ଫ୍ରେଡ୍ଡୀ ସ୍ୱାନେ |
|
|
|
|
ଉପରୋକ୍ତ ବ୍ୟତୀତ, ନିମ୍ନ ବାଣିଜ୍ୟିକ ରାଜିନାମା ଘୋଷଣା କରାଯାଇଛି :-
A. |
ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜରର ବିକାଶ ଏବଂ ଏହାପରେ ଭାରତରେ ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଏବଂ ନିୟୋଜନ ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଷ୍ଟିସଡେଲ ଫୁଏଲ ପ୍ରଯୁକ୍ତି ମଧ୍ୟରେ ବୁଝାମଣାପତ୍ର |
B. |
ଡେନମାର୍କରେ ଏକ ‘ଦୀର୍ଘସ୍ଥାୟୀ ସମାଧାନ ପାଇଁ ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ଲାଗି ଇନଫୋସିସ୍ ଟେକ୍ନୋଲୋଜି ଏବଂ ଆରହସ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର |
C. |
ସମାଧାନ ଉପରେ ଜ୍ଞାନ-ବିନିମୟକୁ ପ୍ରୋତ୍ସାହନ ଲାଗି ରଣନୈତିକ ସହଯୋଗ ଏବଂ ଅର୍ଥବ୍ୟବସ୍ଥାର ସବୁଜ ରୂପାନ୍ତର ପାଇଁ ଗବେଷଣା ସୁବିଧା ପ୍ରଦାନ ନିମନ୍ତେ ‘ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ’ ଏବଂ ‘ଷ୍ଟେଟ୍ ଅଫ୍ ଗ୍ରୀନ’ ମଧ୍ୟରେ ବୁଝାମଣାପତ୍ର |