କ୍ରମିକ ସଂଖ୍ୟା |
ବୁଝାମଣା/ରାଜିନାମା |
ଭାରତ ପକ୍ଷରୁ |
ବ୍ରାଜିଲ ପକ୍ଷରୁ |
ବିନିମୟ/ଘୋଷଣା |
1. |
ଜୈବଶକ୍ତି ସହଯୋଗ କ୍ଷେତ୍ରରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣା |
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ |
ମହାମହିମ ମିଷ୍ଟର ବେଣ୍ଟୋ ଅଲବୁକର୍କ, ଖଣି ଓ ଶକ୍ତି ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
2. |
ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏବଂ ବ୍ରାଜିଲ ସରକାରଙ୍କ ଖଣି ଓ ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା |
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ |
ମହାମହିମ ମିଷ୍ଟର ବେଣ୍ଟୋ ଅଲବୁକର୍କ, ଖଣି ଓ ଶକ୍ତି ମନ୍ତ୍ରୀ |
କେବଳ ଘୋଷଣା |
3. |
ଭାରତ ଏବଂ ବ୍ରାଜିଲ ମଧ୍ୟରେ ନିବେଶ ସହଯୋଗ ଏବଂ ସୁବିଧା ସନ୍ଧି |
ଡଃ ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
4. |
ଅପରାଧୀକ ମାମଲାରେ ପାରସ୍ପରିକ ଆଇନଗତ ସହଯୋଗ ଲାଗି ଭାରତ ଓ ବ୍ରାଜିଲ ମଧ୍ୟରେ ରାଜିନାମା |
ଡଃ ଏସ. ଜୟଶଙ୍କର, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ |
କେବଳ ଘୋଷଣା |
5. |
ନବଜାତ ଶିଶୁ ଯତ୍ନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଓ ବ୍ରାଜିଲ ସରକାରଙ୍କ ନାଗରିକତା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା |
ଶ୍ରୀ ଭି. ମୁରଲୀଧରନ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ |
କେବଳ ଘୋଷଣା |
6. |
ସ୍ୱାସ୍ଥ୍ୟ ଓ ଔଷଧୀ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ବ୍ରାଜିଲ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା |
ଶ୍ରୀ ଭି. ମୁରଲୀଧରନ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
7. |
ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥି କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ବ୍ରାଜିଲ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା |
ଶ୍ରୀ ଭି. ମୁରଲୀଧରନ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
କେବଳ ଘୋଷଣା |
8. |
ସାଂସ୍କୃତିକ କାର୍ଯ୍ୟକ୍ରମର ଆଦାନ ପ୍ରଦାନ ନିମନ୍ତେ 2020-2024 ବର୍ଷ ପାଇଁ ଭାରତ ଏବଂ ବ୍ରାଜିଲ ମଧ୍ୟରେ ରାଜିନାମା |
ଶ୍ରୀ ବିଜୟ ଗୋଖଲେ, ବୈଦେଶିକ ସଚିବ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
9. |
ସାମାଜିକ ସୁରକ୍ଷା କ୍ଷେତ୍ରରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ରାଜିନାମା |
ସୁଶ୍ରୀ ବିଜୟ ଠାକୁର ସିଂହ, ସଚିବ(ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ମହାମହିମ ମିଷ୍ଟର ଅର୍ନେଷ୍ଟୋ ଆରାଉଜୋ, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
10. |
ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ କମ୍ପ୍ୟୁଟର ଜରୁରୀକାଳିନ ପ୍ରତିକ୍ରିୟା ଦଳ (ସିଇଆରଟି-ଇନ) ଓ ବ୍ରାଜିଲର ଜେନେରାଲ କୋର୍ଡିନେସନ ଅଫ ନେଟୱାର୍କ ଇନ୍ସିଡେଣ୍ଟ ଟ୍ରିଟମେଣ୍ଟ ସେଣ୍ଟର, ଡିପାର୍ଟମେଣ୍ଟ ଅଫ ଇନଫରମେସନ ସିକ୍ୟୁରିଟି, ଇନଷ୍ଟିଚ୍ୟୁସନାଲ ସିକ୍ୟୁରିଟି, କ୍ୟାବିନେଟ ପ୍ରେସିଡେନ୍ସି ମଧ୍ୟରେ ବୁଝାମଣା |
ସୁଶ୍ରୀ ବିଜୟ ଠାକୁର ସିଂହ, ସଚିବ(ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ମହାମହିମ ମିଷ୍ଟର ଅଗୋଷ୍ଟୋ ହେଲେନୋ, ଇନଷ୍ଟିଚ୍ୟୁସନାଲ ସିକ୍ୟୁରିଟି ଅଫିସ ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
11. |
ଭାରତ ଓ ବ୍ରାଜିଲ ମଧ୍ୟରେ (2020-2023) ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ କ୍ଷେତ୍ରରେ ବୁଝାମଣାକୁ ଲାଗୁ କରିବା ଲାଗି ବିଜ୍ଞାନ ଏବଂ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ |
ସୁଶ୍ରୀ ବିଜୟ ଠାକୁର ସିଂହ, ସଚିବ(ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ମହାମହିମ ମିଷ୍ଟର ମାର୍କୋସ ପୋଣ୍ଟେସ, ବିଜ୍ଞାନ, ପ୍ରଯୁକ୍ତି, ନବନ୍ମେଷ ଓ ଯୋଗାଯୋଗ ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
12. |
ଭୂବିଜ୍ଞାନ ଓ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସଆଇ) ଏବଂ ବ୍ରାଜିଲ ସରକାରଙ୍କ ଖଣି ଓ ଶକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଜିଓଲୋଜିକାଲ ସର୍ଭେ ଅଫ ବ୍ରାଜିଲ –ସିପିଆରଏମ ମଧ୍ୟରେ ବୁଝାମଣା |
ସୁଶ୍ରୀ ବିଜୟ ଠାକୁର ସିଂହ, ସଚିବ(ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ମହାମହିମ ମିଷ୍ଟର ବେଣ୍ଟୋ ଅଲବୁକର୍କ, ଖଣି ଓ ଶକ୍ତି ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |
13. |
ଇନଭେଷ୍ଟ ଇଣ୍ଡିଆ ଏବଂ ବ୍ରାଜିଲିୟନ ଟ୍ରେଡ ଏଣ୍ଡ ଇନଭେଷ୍ଟମେଣ୍ଟ ପ୍ରମୋସନ ଏଜେନ୍ସି (ଆପେକ୍ସ ବ୍ରାଜିଲ) ମଧ୍ୟରେ ବୁଝାମଣା |
ସୁଶ୍ରୀ ବିଜୟ ଠାକୁର ସିଂହ, ସଚିବ(ପୂର୍ବ), ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ |
ମିଷ୍ଟର ସର୍ଜିଓ ସେଗୋଭିଆ, ଅଧ୍ୟକ୍ଷ, ଆପେକ୍ସ-ବ୍ରାସିଲ |
ବିନିମୟ ଏବଂ ଘୋଷଣା |
14. |
ପ୍ରାଣୀଧନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ଲାଗି ଭାରତର ମତ୍ସ୍ୟପାଳନ, ପ୍ରାଣୀଧନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ପ୍ରାଣୀଧନ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ବ୍ରାଜିଲର କୃଷି, ପ୍ରାଣୀଧନ ଓ ଖାଦ୍ୟ ଯୋଗାଣ ମଧ୍ୟରେ ମିଳିତ ଘୋଷଣାନାମା |
ଶ୍ରୀ ଅତୁଲ ଚତୁର୍ବେଦୀ, ସଚିବ, ପଶୁ ସମ୍ପଦ |
ମିଷ୍ଟର ଜର୍ଜ ସେଫ ଜୁନିୟର, ସଚିବ, ଜଳଜକୃଷି ଓ ମତ୍ସ୍ୟ, କୃଷି, ପଶୁଧନ ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ |
ବିନିମୟ ଏବଂ ଘୋଷଣା |
15. |
ଜୈବଇନ୍ଧନ କ୍ଷେତ୍ରରେ ଗବେଷଣା ଲାଗି ଏକ ନୋଡାଲ ସଂସ୍ଥାନ ପ୍ରତିଷ୍ଠା ଦିଗରେ ସହଯୋଗ ପାଇଁ ଭାରତ ସରକାରଙ୍କ ଭାରତୀୟ ତୈଳ ନିଗମ ଲିଃ(ଆଇଓସିଏଲ) ଏବଂ ସେଣ୍ଟ୍ରୋ ନେସନାଲ ଡି ପ୍ରେସକ୍ୟୁସେମ ଏନର୍ଜିଆ ଇ ମଟେରିୟାସ (ସିଏନପିଇଏମ) ମଧ୍ୟରେ ବୁଝାମଣା |
ଶ୍ରୀ ସଞ୍ଜୀବ ସିଂହ, ଅଧ୍ୟକ୍ଷ, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) |
ମହାମହିମ ମିଷ୍ଟର ମାର୍କ୍ସ ପୋଣ୍ଟେସ, ବିଜ୍ଞାନ, ପ୍ରଯୁକ୍ତି, ନବୋନ୍ମେସ ଓ ସଂଚାର ମନ୍ତ୍ରୀ |
ବିନିମୟ ଏବଂ ଘୋଷଣା |