କ୍ରମିକ ସଂଖ୍ୟା |
ବୁଝାମଣା/ରାଜିନାମା/ସନ୍ଧିର ନାମ |
ଜାମ୍ବିଆ ପକ୍ଷ |
ଭାରତ ପକ୍ଷ |
1 |
ଭୂତତ୍ତ୍ଵ ଓ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା |
ମାନନୀୟ ରିଚାର୍ଡ ମୁସୁକ୍ୱା, ଖଣି ଓ ଖଣିଜ ସମ୍ପଦ ମନ୍ତ୍ରୀ |
ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ |
2 |
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା |
ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ |
3 |
କଳା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣା |
ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ |
4 |
ଭାରତୀୟ ବୈଦେଶିକ ସେବା ସଂସ୍ଥାନ ଓ ଜାମ୍ବିଆର ଇନଷ୍ଟିଚ୍ୟୁଟ ଅଫ ଡିପ୍ଲୋମାସି ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ ମଧ୍ୟରେ ବୁଝାମଣା |
ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ |
5 |
ଇଭିବିଏବି ନେଟୱର୍କ ପ୍ରକଳ୍ପ ନେଇ ବୁଝାମଣା |
ମାନନୀୟ ଯୋଶେଫ ମାଲାଞ୍ଜି, ବୈଦେଶିକ ବ୍ୟାପାର ମନ୍ତ୍ରୀ |
ଶ୍ରୀ ଭି ମୁରଲୀଧରନ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ |
6 |
ଭାରତ ଓ ଜାମ୍ବିଆ ନିର୍ବାଚନ କମିଶନଙ୍କ ମଧ୍ୟରେ ବୁଝାମଣା |
ମାନନୀୟ ନ୍ୟାୟମୂର୍ତି ଇସାଉ ଚୁଲୁ, ଅଧ୍ୟକ୍ଷ, ନିର୍ବାଚନ କମିଶନ |