କ୍ରମିକ ସଂଖ୍ୟା |
ରାଜିନାମା / ବୁଝାମଣା / ଉଦ୍ଦେଶ୍ୟ ସମ୍ବଳିତ ମିଳିତ ଘୋଷଣା |
ଭାରତ ପକ୍ଷ ହସ୍ତାକ୍ଷରକାରୀ |
ମାଳଦ୍ଵୀପ ପକ୍ଷ ହସ୍ତାକ୍ଷରକାରୀ |
1. |
ସୁଗମ ଭିସା ପ୍ରଦାନ ବ୍ୟବସ୍ଥାର ରାଜିନାମା |
ସୁଷମା ସ୍ଵରାଜ,ବୈଦେଶିକ ବ୍ୟାପାର ମନ୍ତ୍ରୀ |
ସହିଦ ଅବଦୁଲ୍ଲା,ବୈଦେଶିକ ବ୍ୟାପାର ମନ୍ତ୍ରୀ |
2. |
ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ବୁଝାମଣା |
ଅରୁଣ ଗୋଏଲ,ସଚିବ, ସଂସ୍କୃତି ମନ୍ତ୍ରଣାଳୟ |
ସହିଦ ଅବଦୁଲ୍ଲା,ବୈଦେଶିକ ବ୍ୟାପାର ମନ୍ତ୍ରୀ |
3. |
କୃଷିବାଣିଜ୍ୟ ପାଇଁ ଇକୋସିଷ୍ଟମରେ ଉନ୍ନତି ଆଣିବା ଲାଗି ଆପୋସ ସହଯୋଗ ସ୍ଥାପନ ଦିଗରେ ବୁଝାମଣା |
ଅଖିଳେଶ ମିଶ୍ର, ମାଳଦ୍ଵୀପରେ ଭାରତୀୟ ରାଷ୍ଟ୍ରଦୂତ |
ଫୟାଜ ଇସ୍ମାଇଲ, ଆର୍ଥିକ ବିକାଶ ମନ୍ତ୍ରୀ |
4. |
ସୂଚନା ଏବଂ ପ୍ରଯୁକ୍ତି ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ଲାଗି ଉଦ୍ଦେଶ୍ୟ ସମ୍ବଳିତ ମିଳିତ ଘୋଷଣା |
ଅଖିଳେଶ ମିଶ୍ର, ମାଳଦ୍ଵୀପରେ ଭାରତୀୟ ରାଷ୍ଟ୍ରଦୂତ |
ମହମ୍ମଦ ଆସଲାମ, ରାଷ୍ଟ୍ରୀୟ ଯୋଜନା ଏବଂ ଭିତ୍ତିଭୂମି ମନ୍ତ୍ରୀ |