କ୍ରମିକ ସଂଖ୍ୟା |
ରାଜିନାମା |
ଭାରତୀୟ ହସ୍ତାକ୍ଷରକାରୀ |
ୟୁରୋପୀୟ ୟୁନିୟନ ହସ୍ତାକ୍ଷରକାରୀ |
1. |
ୟୁରୋପୀୟ ୟୁନିୟନ ଏବଂ ୟୁରୋପୀୟ ଗବେଷଣା ପରିଷଦ ଦ୍ଵାରା ଭାରତୀୟ ଗବେଷକଙ୍କ ପାଇଁ ପ୍ରାୟୋଜିତ ୟୁରୋପୀୟ କମିଶନ ଏଣ୍ଡ ସାଇନ୍ସ ଏଣ୍ଡ ଇଞ୍ଜିନିଅରିଂ ବୋର୍ଡ ମଧ୍ୟରେ କାର୍ଯ୍ୟକ୍ରମ ରୂପାୟନ ଲାଗି ବ୍ୟବସ୍ଥା |
ଡଃ ଆର.ଶର୍ମା (ଏସଇଆରବି ସଚିବ) |
ମିଷ୍ଟର ତୋମାସଜ କଜଲୋସ୍କି (ୟୁରୋପୀୟ ୟୁନିୟନର ରାଷ୍ଟ୍ରଦୂତ) |
2. |
ବାଙ୍ଗାଲୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ ଆର-6 ଲାଇନ ନିର୍ମାଣ ପାଇଁ 500 ନିୟୁତ ୟୁରୋ ମଧ୍ୟରୁ 300 ନିୟୁତ ୟୁରୋର ଆର୍ଥିକ ଠିକା |
ଶ୍ରୀ ସୁବାଷ ଚନ୍ଦ୍ର ଗର୍ଗ (ସଚିବ, ଡିଇଏ) |
ମିଷ୍ଟର ଆନ୍ଦୃ ମାକଡୋୱେଲ (ଉପସଭାପତି, ଇଆଇବି) |
3. |
ଆନ୍ତର୍ଜାତିକ ସୌର ମେଣ୍ଟର ମଧ୍ୟବର୍ତ୍ତିକାଳୀନ ସଚିବାଳୟ ଏବଂ ୟୁରୋପୀୟ ନିବେଶ ବ୍ୟାଙ୍କ ମଧ୍ୟରେ ଯୁଗ୍ମ ଘୋଷଣାନାମା |
ଶ୍ରୀ ଉପେନ୍ଦ୍ର ତ୍ରିପାଠୀ (ମହାସଚିବ, ଆନ୍ତର୍ଜାତିକ ସୌର ମେଣ୍ଟ ସଚିବାଳୟ) |
ମିଷ୍ଟର ଆନ୍ଦୃ ମାକଡୋୱେଲ (ଉପସଭାପତି, ଇଆଇବି) |