କ୍ରମିକ ନମ୍ବର |
ବୁଝାମଣା / ରାଜିନାମା |
1. |
ଦେୱାନୀ ଏବଂ ବ୍ୟବସାୟିକ କ୍ଷେତ୍ରରେ ସହଯୋଗିତା ପାଇଁ ଆଇନଗତ ଏବଂ ନ୍ୟାୟିକ ରାଜିନାମା |
2. |
କୁଟନୈତିକ, ସ୍ୱତନ୍ତ୍ର, ସେବା ଏବଂ ସରକାରୀ ପାସପୋର୍ଟଧାରୀ ବ୍ୟକ୍ତିଙ୍କୁ ପାରସ୍ପରିକ ଭିସା ପ୍ରଦାନ କ୍ଷେତ୍ରରେ କୋହଳତା ପାଇଁ ବୁଝାମଣା |
3. |
ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ରାଜିନାମା |
4. |
ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ବୁଝାମଣା |
5. |
ବୈଦେଶିକ ସେବା ପ୍ରତିଷ୍ଠାନ, ବୈଦେଶିକ ମନ୍ତ୍ରଣାଳୟ, ଭାରତ ଏବଂ ଓମାନ କୁଟନୈତିକ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ସହଯୋଗିତା ପାଇଁ ବୁଝାମଣା ପତ୍ର |
6. |
ଓମାନର ଜାତୀୟ ପ୍ରତିରକ୍ଷା କଲେଜ ସୁଲତାନେଟ ଏବଂ ଭାରତର ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ପ୍ରତିଷ୍ଠାନ ମଧ୍ୟରେ ଶୈକ୍ଷିକ ଏବଂ ମେଧା ସମ୍ବନ୍ଧୀୟ ସହଯୋଗ ଲାଗି ବୁଝାମଣା ପତ୍ର |
7. |
ଭାରତ ଏବଂ ଓମାନ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗିତା ପାଇଁ ବୁଝାମଣା ପତ୍ର |
8. |
ସାମରିକ ସହଯୋଗ ବୁଝାମଣା ସଂକ୍ରାନ୍ତ ସଂଲଗ୍ନ ଦଲିଲ |