କ୍ରମିକସୂଚୀ |
ଚୁକ୍ତିନାମା/ବୁଝାମଣା ପତ୍ରର ନାମ |
ଭାରତ ପକ୍ଷରୁ ଚୁକ୍ତି ସ୍ୱାକ୍ଷରକାରୀ |
ମାଳଦ୍ୱୀପ ପକ୍ଷରୁ ଚୁକ୍ତି ସ୍ୱାକ୍ଷରକାରୀ |
1. |
ଭାରତୀୟ ନୌସେନା ଏବଂ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ ମଧ୍ୟରେ ଜଳବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର |
ବିଜୟ ଗୋଖଲେ, ବୈଦେଶିକ ସଚିବ |
ଉଜା. ମାରିଆ ଅହମ୍ମଦ ଦିଦି, ପ୍ରତିରକ୍ଷା ମନ୍ତ୍ରୀ |
2. |
ଭାରତ ସରକାର ଏବଂ ମାଳଦ୍ୱୀପ ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର |
ସଞ୍ଜୟ ସୁଧୀର, ଭାରତୀୟ ରାଷ୍ଟ୍ରଦୂତ |
ଅବଦୁଲ୍ଲା ଆମୀନ୍, ସ୍ୱାସ୍ଥ୍ୟ ମନ୍ତ୍ରୀ |
3. |
ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ମାଳଦ୍ୱୀପର ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ସମୁଦ୍ରରେ ଯାତ୍ରୀବାହୀ ଓ ମାଲ ପରିବହନ ସେବା ସ୍ଥାପନ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର |
ସଞ୍ଜୟ ସୁଧୀର, ଭାରତୀୟ ରାଷ୍ଟ୍ରଦୂତ |
ଐସାଥ ନହୁଲା, ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
|
4. |
ଭାରତର କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ବହିଃଶୁଳ୍କ ବୋର୍ଡ଼ ଏବଂ ମାଳଦ୍ୱୀପର ବହିଃଶୁଳ୍କ ସେବା ସଂସ୍ଥା ମଧ୍ୟରେ ବହିଃଶୁଳ୍କ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର |
ସଞ୍ଜୟ ସୁଧୀର, ଭାରତୀୟ ରାଷ୍ଟ୍ରଦୂତ |
ଅହମ୍ମଦ ନୁମାନ, ବହିଃଶୁଳ୍କ କମିଶନର ଜେନେରାଲ |
5. |
ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗର ଜାତୀୟ ଗୁଡ଼ ଗଭର୍ଣ୍ଣାନ୍ସ ଏବଂ ମାଳଦ୍ୱୀପ ସରକାରଙ୍କ ସିଭିଲ ସର୍ଭିସ କମିଶନଙ୍କ ମଧ୍ୟରେ ମାଳଦ୍ୱୀପର ପ୍ରଶାସନିକ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର |
ସଞ୍ଜୟ ସୁଧୀର, ଭାରତୀୟ ରାଷ୍ଟ୍ରଦୂତ |
ଡକ୍ଟର ଆଲି ଶାମିମ୍, ମାଳଦ୍ୱୀପର ସିଭିଲ୍ ସର୍ଭିସ କମିଶନଙ୍କ ସଭାପତି/ ଅଧ୍ୟକ୍ଷ |
6. |
ଭାରତୀୟ ନୌସେନା ଏବଂ ମାଳଦ୍ୱୀପ ପ୍ରତିରକ୍ଷା ବଳ ମଧ୍ୟରେ ଶ୍ୱେତ ଜାହାଜ ଚଳାଚଳ ସୂଚନା ଆଦାନପ୍ରଦାନ ସକାଶେ ସ୍ୱାକ୍ଷରିତ ବୈଷୟିକ ରାଜିନାମା |
ସଞ୍ଜୟ ସୁଧୀର, ଭାରତୀୟ ରାଷ୍ଟ୍ରଦୂତ |
ବ୍ରିଗେଡ଼ିୟର ଜେନେରାଲ ଅବଦୁଲ ରହୀମ୍ ଅବଦୁଲ ଲଥିଫ୍, ପ୍ରତିରକ୍ଷା ବଳ ଉପମୁଖ୍ୟ |