Quoteମୋଦୀଙ୍କ ଗ୍ୟାରେଣ୍ଟି ଯୋଗୁଁ ସିମିଳାର ରୋହରୁରେ କୁଶଲ ଦେବୀ ସାମ୍ନା କରି ପାରିଲେ ସମସ୍ତ ବାଧାବିଘ୍ନ
Quote“ଗତ ନଅ ବର୍ଷ ମଧ୍ୟରେ ମହିଳାମାନେ ସମସ୍ତ ଯୋଜନାର କେନ୍ଦ୍ରବିନ୍ଦୁ ହୋଇଛନ୍ତି, ଆପଣଙ୍କ ଭଳି ମହିଳାମାନେ ଭଲ କାମ କରିବା ପାଇଁ ଆମକୁ ଶକ୍ତି ଯୋଗାଇଥାନ୍ତି

ହିମାଚଳ ପ୍ରଦେଶ ସିମ୍‌ଲାର ରୋହୁରଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ କୁଶଲ ଦେବୀ ପାଣି ଯୋଗାଣକାରୀ ହେବା ସହ ଛୋଟ ମୋଟ କାମ ୨୦୨୨ ମସିହାଠାରୁ କରି ଆସୁଛନ୍ତି । ଦୁଇଟି ପିଲାର ଏକୁଟିଆ ମାଆ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍‌କା ଘର ତିଆରି ପାଇଁ ୧ଲକ୍ଷ ୮୫ହଜାର ଟଙ୍କାର ସହାୟତା ପାଇଲେ । ତାଙ୍କ ଜମାଖାତାରେ ମାତ୍ର ଦୁଇ ହଜାର ଟଙ୍କା ଥିବାବେଳେ କିଛି ଜମି ମଧ୍ୟ ଥିଲା । 

ଜୀବନର ସମସ୍ୟାର ମୁକାବିଲା କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ଘରଟି ହେବାରୁ ତାଙ୍କର ପିଲାମାନେ ଠିକା ଭାବେ ଶିକ୍ଷାଗ୍ରହଣ କରିପାରୁଥିବା ଶ୍ରୀମତୀ କୁଶଲ ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ଉତ୍ସାହ ଉଦ୍‌ଜୀବିତ କରି ରଖିବା ସହ ଅନ୍ୟାନ୍ୟ ଯୋଜନାର ସୁବିଧା ନେଲେ ତାଙ୍କ ପିଲାମାନଙ୍କୁ ତାହା ସାହାଯ୍ୟ କରିବ ବୋଲି କହିଥିଲେ । ‘ମୋଦୀ କୀ ଗ୍ୟାରେଣ୍ଟି କୀ ଗାଡି’କୁ ସମସ୍ତ ତଥ୍ୟ ପାଇବାକୁ ସେ ତାଙ୍କୁ କହିଥିଲେ । “ଗତ ନଅବର୍ଷ ମଧ୍ୟରେ ମହିଳାମାନେ ସମସ୍ତ ଯୋଜନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆପଣଙ୍କ ଭଳି ମହିଳାମାନେ ଭଲ କାମ କରିବା ପାଇଁ ଆମକୁ ଶକ୍ତି ଯୋଗାଇଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।”

  • Jitendra Kumar June 06, 2025

    🙏🙏🙏
  • Dhajendra Khari February 10, 2024

    Modi sarkar fir ek baar
  • Dipak Dwebedi February 09, 2024

    हर कदम अलग जुबां, अलग ही रीत है, और तरह तरह के यहां पे गीत है, मैं प्रीत का ही गीत वो अभंग रहूंगा, अखंड था, अखंड हूं, अखंड रहूंगा ।।

  • Indrajit Das February 03, 2024

    joy Modiji
  • deo raj tripathi January 28, 2024

    वन्दनीय है
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
From Ghana to Brazil: Decoding PM Modi’s Global South diplomacy

Media Coverage

From Ghana to Brazil: Decoding PM Modi’s Global South diplomacy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 12, 2025
July 12, 2025

Citizens Appreciate PM Modi's Vision Transforming India's Heritage, Infrastructure, and Sustainability