ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କିସାନ କ୍ରେଡିଟ କାର୍ଡ ଆମେ ପରିଶ୍ରମୀ ଚାଷୀମାନଙ୍କ ଜୀବନକୁ ସହଜ କରିଛି ଓ ଏହା ହିଁ କାର୍ଡର ମୁଖ୍ୟ ଉଦ୍ଦେଶ୍ୟ ।
ହାଥରସ ସାଂସଦ ଶ୍ରୀ ରାଜଭିର ଦିଲେର ଏକ ଟ୍ୱିଟ ଶୃଙ୍ଖଳରେ କିସାନ କ୍ରେଡିଟ କାର୍ଡରେ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଛନ୍ତି ।
ହାଥରସ ସାଂସଦଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଦେଖି ଖୁସି ଲାଗୁଛି ଯେ, କିସାନ କ୍ରେଡିଟ କାର୍ଡ ଆମ ପରିଶ୍ରମୀ ଅନ୍ନଦାତାମାନଙ୍କ ଜୀବନକୁ ସହଜ କରିଛି । ଏହା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ।”
यह देखकर बहुत खुशी हो रही है कि किसान क्रेडिट कार्ड ने हमारे परिश्रमी अन्नदाताओं का जीवन आसान बनाया है। यही इसका मूल उद्देश्य भी तो है! https://t.co/rOu4ehk4Ia
— Narendra Modi (@narendramodi) April 6, 2023