ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟଠାରେ ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବା ଅବସରେ ଗୋ ସଚେତନତା ଉପରେ କଡା ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ, ''ଆମେ ଅହିଂସାର ଦେଶ , ମହାତ୍ମାଗାନ୍ଧୀଙ୍କ ଦେଶରେ ରହୁଛୁ । ମହାତ୍ମାଗାନ୍ଧୀ ଏବଂ ଆଚାର୍ଯ୍ୟ ଭିନୋବା ଭାବେଙ୍କ ଠାରୁ ଗୋ ରକ୍ଷା ବିଷୟରେ କୌଣସି ବ୍ୟକ୍ତି ଅଧିକ କହୁନଥିଲେ । ହଁ ଏହା କରାଯିବ ଉଚିତ । ''
ସେ ଆହୁରି କହିଲେ ଯେ, ''ଗୋ ଭକ୍ତି ନାଁ’ରେ ଲୋକଙ୍କୁ ହତ୍ୟା କରିବା ଗ୍ରହଣୀୟ ନୁହେଁ । ଏହା କୌଣସି ଭାବେ ମହାତ୍ମାଗାନ୍ଧୀଙ୍କ ସ୍ୱିକାରଯୁକ୍ତ ନାହିଁ । ଗୋଟିଏ ସମାଜ ହିସାବରେ,ଏଠାରେ ହିଂସାର କୌଣସି ଜାଗା ନାହିଁ । ଦେଶର କୌଣସି ବ୍ୟକ୍ତିକୁ ଦେଶରେ ଆଇନ୍କୁ ନିଜ ହାତକୁ ନେବା ଅଧିକାରଭୁକ୍ତ ନୁହେଁ ।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମିଳିତ ଭାବେ କାମ କରି ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ଭାରତ ନିର୍ମାଣ ଲାଗି ଆହ୍ୱାନ କଲେ ।
Today I want to say a few words and express sadness on some of the things going on: PM @narendramodi
— PMO India (@PMOIndia) June 29, 2017
We are a land of non violence. We are the land of Mahatma Gandhi. Why do we forget that: PM @narendramodi
— PMO India (@PMOIndia) June 29, 2017
No one spoke about protecting cows more than Mahatma Gandhi and Acharya Vinoba Bhave. Yes. It should be done: PM @narendramodi
— PMO India (@PMOIndia) June 29, 2017
Killing people in the name of Gau Bhakti is not acceptable. This is not something Mahatma Gandhi would approve: PM @narendramodi
— PMO India (@PMOIndia) June 29, 2017
As a society, there is no place for violence: PM @narendramodi
— PMO India (@PMOIndia) June 29, 2017
No person in this nation has the right to take the law in his or her own hands in this country: PM @narendramodi
— PMO India (@PMOIndia) June 29, 2017
Violence never has and never will solve any problem: PM @narendramodi
— PMO India (@PMOIndia) June 29, 2017
Let's all work together. Let's create the India of Mahatma Gandhi's dreams. Let's create an India our freedom fighters would be proud of: PM
— PMO India (@PMOIndia) June 29, 2017