କାଶୀ ତାମିଲ ସଙ୍ଗମ ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ ଯାହା କି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ମଜଭୁତ କରେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ସମୃଦ୍ଧ ସଂସ୍କୃତିର ଉତ୍ସବରେ କାଶୀ ପୁଣି ଥରେ କାଶୀ ସଙ୍ଗମ୍ ପାଇଁ ଲୋକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।
କାଶୀ ତାମିଲ ସଙ୍ଗମ୍ ୨୦୨୩ ଡିସେମ୍ବର ୧୭ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବାରାଣସୀରେ ଅନୁଷ୍ଠିତ ହେବ ।
କାଶୀ ତାମିଲ ସଙ୍ଗମ୍ର ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସମୃଦ୍ଧ ସଂସ୍କୃତିର ଉତ୍ସବରେ କାଶୀ ପୁଣି ଥରେ କାଶୀ ସଙ୍ଗମ୍ ପାଇଁ ଲୋକଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିବାରୁ ସେଠାରେ ବେଶ୍ ଉତ୍ସାହ ରହିଛି । ଏହି ଫୋରମ ଭାରତର ଏକତା ଏବଂ ବିବିଧତାର ଏକ ପ୍ରମାଣ ଯାହା କି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଭାବନାକୁ ମଜଭୁତ କରେ ।’
There is immense enthusiasm as Kashi once again prepares to welcome people for @KTSangamam, a celebration of rich cultures. This forum is a testament to the unity and diversity of India, strengthening the spirit of ‘Ek Bharat Shreshtha Bharat.' https://t.co/dAzKPGbpA2
— Narendra Modi (@narendramodi) December 14, 2023
காசி மீண்டும் ஒருமுறை பழமையான கலாச்சாரங்களின் கொண்டாட்டமான @KTSangamam திற்கு மக்களை உற்சாகமாக வரவேற்க தயாராகிறது. இந்நிகழ்வு இந்தியாவின் ஒற்றுமை மற்றும் பன்முகத்தன்மைக்கு ஒரு சான்றாகவும் 'ஒரே பாரதம் உன்னத பாரதம்' உணர்வையும் வலுப்படுத்துகிறது. https://t.co/dAzKPGbpA2
— Narendra Modi (@narendramodi) December 14, 2023