ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ କେଜେ ଆଲଫୋନ୍ସ ନିଜ ପୁସ୍ତକ ‘ଆକ୍ସିଲରେଟିଂ ଇଣ୍ଡିଆ: ୭ ଇୟର୍ସ ଅଫ ମୋଦି ଗଭର୍ଣ୍ଣମେଣ୍ଟ’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରିଛନ୍ତି । ନିଜ ପୁସ୍ତକ ‘ଆକ୍ସିଲରେଟିଂ ଇଣ୍ଡିଆ’ରେ ଭାରତର ସୁଧାର ଯାତ୍ରାର ବିଭିନ୍ନ ଦିଗକୁ ଏକାଠି କରିବାକୁ ସେ ଉଲ୍ଲେଖନୀୟ ଉଦ୍ୟମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମୋର ଶ୍ରଦ୍ଧେୟ ସହଯୋଗୀ, ଶ୍ରୀ@ଆଲଫୋନ୍ସଟୁରିଜିମ୍ ନିଜ ପୁସ୍ତକ ‘ଆକ୍ସିଲରେଟିଂ ଇଣ୍ଡିଆ’ରେ ଭାରତର ସୁଧାର ଯାତ୍ରାର ବିଭିନ୍ନ ଦିଗକୁ ଏକାଠି କରିବାକୁ ଉଲ୍ଲେଖନୀୟ ଉଦ୍ୟମ କରିଛନ୍ତି । ପୁସ୍ତକଟିର ଏକ ନକଲ ପାଇ ବେଶ ଖୁସି ।”
My valued colleague, Shri @alphonstourism has made a commendable effort to encapsulate facets of India’s reform journey in his work, ‘Accelerating India.’ Delighted to receive a copy from him. pic.twitter.com/CP25NfJPaj
— Narendra Modi (@narendramodi) August 26, 2021